ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | March 20, 2022 IST

ମେଷ–ଗଠନ ମୂଳକ ପରାମର୍ଶ ବନ୍ଧୁ ହିତୈଷୀମାନଙ୍କ ଠାରୁ ପାଇବେ । ଦିନଚର୍ଯ୍ୟାରେ ଶୃଙ୍ଖଳା, ବିବାଦୀୟ କ୍ଷେତ୍ରରେ ପ୍ରଶଂସା, ଧର୍ମଶାସ୍ତ୍ରାଦି ଅଧ୍ୟୟନ, କାମନା ପୂରଣ, ଭାତୃ ସୁଖ ସହ-ଯୋଗ, ରାଜନୀତି କ୍ଷେତ୍ରରେ ଲୋକ ସମର୍ଥନ ଅଧିକ ଲାଭ କରିବେ ।ଶୁଭରଙ୍ଗ ଲାଲ୍ ।ଶୁଭ ଅଙ୍କ ୮ ।
ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତିସଜାଗ ରହିବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ସଫଳତା ହାତଛଡା ହୋଇଯିବ ।
ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।

ବୃଷ– ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ସୁମ୍ପର୍କ ରଖିବେ ।ସଂକଳ୍ପ ଶକ୍ତି ସୁଦୃଢ ହେବ । ଆର୍ଥିକ ସ୍ୱଚ୍ଛଳତା ନଥିଲେ ମଧ୍ୟ ଉନ୍ନତିମୂଳକ ଯୋଜନା ଅଟକିବ ନାହିଁ ।ରାଜନୀତିରେ ସଂଗଠନ ଦୁର୍ବଳ ରହିବ । ଉଦବେଗରୁ ମୁକ୍ତ ହେବା ବ୍ୟବସାୟ କ୍ଷେତ୍ରରେ ସହଜ ନୁହେଁ ।ଶୁଭରଙ୍ଗ ମେରୁନ୍ ।ଶୁଭ ଅଙ୍କ ୩ ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।
ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
କର୍ମଜୀବି- ବିଦେଶରେ ଥିଲେ ଅସୁବିଧା ଦେଖା ଦେବ ।
ଛାତ୍ରଛାତ୍ରୀ- ବଡଲୋକଙ୍କ କଥା ଶୁଣିବେ ନାହିଁ ।
ରୋଗୀ- ଅଳସୁଆ ଲାଗିପାରେ ।
ଚାଷୀ- କ୍ଳାନ୍ତି ଅନୁଭବ କରିବେ ।

ମିଥୁନ - କର୍ମକ୍ଷେତ୍ରରେ ଥିବା ଅସାମଞ୍ଜସ୍ୟତା ଅନେକ ପରିମାଣରେ ଦୂର କରିପାରିବେ । ଦେହ ସୁସ୍ଥରହିବ ।ବନ୍ଧୁବତ୍ସଳତା, ଦାୟିତ୍ୱସମ୍ପାଦନ, ଲୋକସମ୍ପର୍କବୃଦ୍ଧି, ପାରିବାରିକସନ୍ତୋଷ ଓ ଧ୍ୟାନ ଧାରଣାରେ ଆଗ୍ରହୀ ହେବେ ।ରାଜନୀତିରେ କ୍ଷମତା ବଢିବାର ସୂଚନା ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୬ ।
ଚାଷୀ-ଚାଷକାର୍ଯ୍ୟରେଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଅସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟବ୍ୟସ୍ତରହିବେ ।
ବ୍ୟବସାୟୀ-ଅର୍ଥ ଲାଭହେବ ।
ଚା ଗୃହିଣୀ-ଘର କାମରେବ୍ୟସ୍ତରହିବେ ।

କର୍କଟ–ବ୍ୟୟବଢିଯାଇଆଥିôକସ୍ଥିତିଉପରେଚାପ ପଡିବ । ଅବାସ୍ତବକଳ୍ପନା, ମନରେଚଞ୍ଚଳଭାବକୁ ନିୟନ୍ତ୍ରଣମଧ୍ୟରେରଖିବା ଆବଶ୍ୟକ । ଆଧ୍ୟାତ୍ମିକ ମନ ଚିନ୍ତନରୁସନ୍ତୋଷ ପାଇବେ । ଦୂରଯାତ୍ରାହିତକର ନୁହେଁ ।ଶୁଭରଙ୍ଗବ୍ରାଉନ୍ ।ଶୁଭ ଅଙ୍କ ୪ ।
ଗୃହିଣୀ- ମାନସିକଶାନ୍ତି ପାଇବେ ।
ବ୍ୟବସାୟୀ- ସଦ୍‌ବ୍ୟବହାରକରନ୍ତୁ ।
କର୍ମଜୀବି- କରତ୍‌କର୍ମାହେବେ ।
ଛାତ୍ରଛାତ୍ରୀ- ମନରେଗର୍ବଭାବ ଆସିବ ।
ରୋଗୀ- ବ୍ୟାୟାମ୍‌କରିବାଉଚିତ୍ ।
ଚାଷୀ-କୌଣସିସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।

ସିଂହ– ଧର୍ମାଚରଣରେମତି,ଧାତୁ ଦ୍ରବ୍ୟାଦି ଲାଭ , ସାହସିକ ପଦକ୍ଷେପ ଗ୍ରହଣ, ଅର୍ଥାଗମ ଓ ସ୍ୱାସ୍ଥ୍ୟସମସ୍ୟାରଉନ୍ନତିକଲ୍ୟାଣଚନ୍ଦ୍ରହେତୁଭୋଗହେବ । ଅନେକଙ୍କରବିଶ୍ୱାସଭାଜନ ହେବେ ।କର୍ମକ୍ଷେତ୍ରରେସ୍ୱକାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାମିଳିବ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୫ ।
ଚାଷୀ-କୌଣସିସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ୟୋଗାକରନ୍ତୁ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି-ଅର୍ଥ ହାନୀହେବ ।
ବ୍ୟବସାୟୀ-ସଫଳତାମିଳିବ ।
ଗୃହିଣୀ-ଘର କାମରେବ୍ୟସ୍ତରହିବେ ।

କନ୍ୟା– ପରସ୍ପରବିରୋଧ ଚିନ୍ତାଧାରାମନକୁଭାରାକ୍ରାନ୍ତ କରିପାରେ ।ଭୂମିସୀମା ନିର୍ଦ୍ଧାରଣରେ ଅସଫଳହେବେ । ପରିବାରରେକମବୁଝାମଣା, ଉଚ୍ଚ ସମ୍ପର୍କରୁଲାଭ , ଦ୍ରବ୍ୟକ୍ରୟବ୍ୟବସାୟିକଲାଭ, ରାଜନୀତିରେସୁନାମ ଓ ମଙ୍ଗଳକର୍ମରେଋଚିରଖିବେ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୩ ।
ଗୃହିଣୀ-ସୁଖୀହେବେ ।
ବ୍ୟବସାୟୀ- ବାହାରେବ୍ୟବସାୟକରିବା କଷ୍ଟ ହେବ ।
କର୍ମଜୀବି- ସମ୍ମାନ ପାଇବେ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
ରୋଗୀ-ସତର୍କତାର ଦିନ ।
ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।

ତୁଳା–ମଙ୍ଗଳକାମନାକରୁଥିବାବନ୍ଧୁମାନଙ୍କସଂଖ୍ୟାବଢିବ । ଆର୍ôଥକସ୍ଥିତିସୁଦୃଢହେବ ।ବିବାଦୀୟକ୍ଷେତ୍ରରେବିଜୟ , ବସ୍ତ୍ରାଦି ଆଭୂଷଣ ପ୍ରାପ୍ତିଲୋକକଲ୍ୟାଣ ଦିଗରେ ଆଗ୍ରହ,ମିଷ୍ଟାନ୍ନଭୋଜନ ଓ ଯାତ୍ରାଶୁଭରସମ୍ଭାବନା ଅଛି ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୨ ।
ଚାଷୀ-ଗୋବରକ୍ଷତରବ୍ୟବହାରକରିବାଉଚିତ୍ ।(ପରୀକ୍ଷିତ)
ରୋଗୀ- ଅସାଧ୍ୟ ରୋଗରୁମୁକ୍ତହେବେ ।
ଛାତ୍ରଛାତ୍ରୀ- ବିଜ୍ଞହେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ସଫଳତାହାତଛଡାହୋଇଯିବ ।
ଗୃହିଣୀ- ଧର୍ଯ୍ୟବାନ୍‌ହେବେ ।

ବିଛା–ସମୟ ଓ ସୁଯୋଗର ସଦ ବ୍ୟବହାରକରିବା ଆବଶ୍ୟକ ।ରକ୍ତଚାପ ପରିକେତେକ ଦୀର୍ଘସ୍ଥାୟୀରୋଗୀ ପୀଡା ପ୍ରାୟତଃଭୋଗହେବ ।ଲୋକସମ୍ପର୍କରେ ଅଭିବୃଦ୍ଧି, ମାନ ସମ୍ମାନ ପ୍ରାପ୍ତି, ପରିବାରରେଖୁସି ଓ ଆଧ୍ୟାତ୍ମିକ ପରିବେଶରେଭ୍ରମଣକରିବେ ।ଶୁଭରଙ୍ଗଗାଢ ନୀଳ ।ଶୁଭ ଅଙ୍କ ୯ ।
ଗୃହିଣୀ- ଧର୍ଯ୍ୟବାନ୍‌ହେବେ ।
ବ୍ୟବସାୟୀ- ଲୋକପ୍ରିୟତାମିଳିବ ।
କର୍ମଜୀବି- କର୍ମଚଞ୍ଚଳରହିବେ ।
ଛାତ୍ରଛାତ୍ରୀ- ମନରେଗର୍ବଭାବ ଆସିବ ।
ରୋଗୀ-ସତର୍କତାର ଦିନ ।
ଚାଷୀ-ଜୈବିକସାରମାଟିରେବ୍ୟବହାରଉଚିତ୍ ।

ଧନୁ – ଉପଯୁକ୍ତବିଚାରବିବେଚନାରେଯେଉଁକାର୍ଯ୍ୟକରିବେସଫଳତା ଅବଶ୍ୟ ପାଇବେ । ଦୈହିକସ୍ୱାସ୍ଥ୍ୟରେଉନ୍ନତି, ଭୋଗବିଳାସର ପ୍ରାଚୁର୍ଯ୍ୟଲାଭ , ଉଚ୍ଚ କ୍ଷମତା ସମ୍ପନ୍ନ ବ୍ୟକ୍ତିଙ୍କସାହଚର୍ଯ୍ୟ, ବିବାହ , ବ୍ରତାଦି ମଙ୍ଗଳଉତ୍ସବରେସକ୍ରିୟଅଂଶଗ୍ରହଣକରିବେ ।ଶୁଭରଙ୍ଗ ପିଙ୍କ୍ ।ଶୁଭ ଅଙ୍କ ୫ ।
ଚାଷୀ-ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଆଜିକିଛି ଦିନ ସତର୍କରୁହନ୍ତୁ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣଶକ୍ତିବଢାଇଥାଏ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ-ସଫଳତାହାତଛଡାହୋଇଯିବ ।
ଗୃହିଣୀ-ସୁଖ ଅନୁଭବକରିବେ ।

ମକର– ଅଯଥା ସମସ୍ୟାମଧ୍ୟରେଛନ୍ଦିହେବେ ।ଉପସ୍ଥିତବୁଦ୍ଧି ଯଥେଷ୍ଟ କାମରେଲାଗିବ ।ଲିଖନ ପଠନରେଋଚି, ମାଙ୍ଗଳିକଉତ୍ସବରେଯୋଗଦାନ, ଜମିବାଡିକୁନେଇ ଅସନ୍ତୋଷ , ବନ୍ଧୁବିରୋଧୀ ହୋଇପାରନ୍ତି ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୧ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ପ୍ରଚୁରଲାଭହେବ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
ରୋଗୀ- ରୋଗରୁମୁକ୍ତହୋଇପାରନ୍ତି ।
ଚାଷୀ- କ୍ଳାନ୍ତି ଅନୁଭବକରିବେ ।

କୁମ୍ଭ -ସ୍ଥିରଶାନ୍ତ ଭାବରେ ପ୍ରତ୍ୟେକସମସ୍ୟାରସମାଧାନ କରିବେ । ଧନ,ମାନ,ସମ୍ମାନ ପ୍ରାପ୍ତିରେଉତ୍ସାହିତହେବେ । ପରୋକ୍ଷରେଶତ୍ରୁବଢିବେ । ପରିବାରରମତସହସାମୟିକ ଅମେଳ ଆସିବ ।ବ୍ୟବସାୟିକକ୍ଷେତ୍ର ପରିସର ପରିବ୍ୟାପ୍ତ ହେବ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୩ ।
ଚାଷୀ-ଗୋବରକ୍ଷତରବ୍ୟବହାରକରିବାଉଚିତ୍ ।(ପରୀକ୍ଷିତ)
ରୋଗୀ- ବ୍ୟାୟାମ୍‌କରିବାଉଚିତ୍ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣକରିବେ ।
କର୍ମଜୀବି- ଅର୍ଥ ହାନୀହେବ ।
ବ୍ୟବସାୟୀ- ସ୍ୱାଭିମାନୀହେବେ ।
ଗୃହିଣୀ-ସଜାସଜିରେବ୍ୟସ୍ତରହିବେ ।

ମୀନ - କର୍ମକ୍ଷେତ୍ରରେ ଆଦୃତି ଓ ପ୍ରତିଷ୍ଠାମିଳିବ ।ଶୁଭମଙ୍ଗଳ ଆନୁଷ୍ଠାନରେସକ୍ରିୟ ଅଂଶଗ୍ରହଣକରିବେ । ଉଦର ପୀଡାକିମ୍ବାସ୍ନାୟବିକ ଦୁର୍ବଳତାଭୋଗହୋଇପାରେ ।ଗୃହସାହସଜ୍ଜା ଉପକରଣକ୍ରୟ ଓ ଦୂରଗମନରେସଫଳହେବାରସମ୍ଭାବନା ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୩ ।
ଗୃହିଣୀ- ମାନସିକଶାନ୍ତି ପାଇବେ ।
ବ୍ୟବସାୟୀ- ଧର୍ଯ୍ୟହାରାହୋଇପାରନ୍ତି ।
କର୍ମଜୀବି-ସହଯୋଗମିଳିବ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀହେବେ ।
ରୋଗୀ- ବ୍ୟାୟାମ୍‌କରିବାଉଚିତ୍ ।
ଚାଷୀ- ଉତ୍ତମ ଫଳ ପାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.