କଟକ ଜବାହରଲାଲ ଇନ୍‌ଡୋର ହଲ୍‌ରେ ହେବ ୨୧ତମ କମନୱେଲ୍ଥ ଟେବୁଲ ଟେନିସ ଚାମ୍ପିୟାନସିପ

Published By : Prameya-News7 Bureau | July 13, 2019 IST

କଟକ ୧୩|୭: ଜୁଲାଇ ୧୭ ରୁ ୨୨ ତାରିଖ ପଯ୍ୟନ୍ତ କଟକ ଜବାହରଲାଲ ଇନ୍‌ଡୋର ହଲ ଠାରେ ଆରମ୍ଭ ହେବାକୁ ଯାଉଛି ୨୧ ତମ ରାଜ୍ୟ ଗେ।ଷ୍ଠୀ ଟେବୁଲ ଟେନିସ ଚାମ୍ପିୟାନସିପ । କ୍ରୀଡା ଯୁବ ସେବା ମନ୍ତ୍ରୀ ତୁ​ଷାର କାନ୍ତି ବେହେରା ଷ୍ଟାଡିୟମ ପରିଦର୍ଶନ କରି ବଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ତଦାରଖ କରିଛନ୍ତି ।

{"id":133153}

୧୪ଟି ଦେଶର ଖେଳାଳି ଏଥିରେ ଅଂଶଗ୍ରହଣ କରିବା ସହ ଭାରତୀୟ ଖେଳାଳିଙ୍କ ପାଇଁ କିଛି ସ୍ବତନ୍ତ୍ର ସୁବିଧା କରାଯାଇଛି । ଭଲ ଖେଳାଳିଙ୍କୁ ଭାରତୀୟ ଟେବୁଲ ଟେନିସ ସଂଘ ଓ ଓଡିଶା ଟେବୁଲ ଟେନିସ ଆସୋସିଏସନ ବୁଝାମଣାରେ କିଛି ଖେଳାଳିଙ୍କୁ ଫ୍ରି ଏଣ୍ଟ୍ରି ଦେବା ପାଇଁ ସ୍ଥିର କରାଯାଇଛି । ତେବେ ଜୁଲାଇ ୧୪ ତାରିଖରେ କ୍ରୀଡା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.