୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍, କେଉଁଠୁ ଆସିବ କେତେ ଅର୍ଥ

Published By : Prameya-News7 Bureau | July 02, 2022 IST

ଭୁବନେଶ୍ଵର: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨ ଲକ୍ଷ କୋଟିର ବଜେଟ୍ ଉପସ୍ଥାପନ କରିଛନ୍ତି। ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ବାବଦରୁ ୩୬ ହଜାର ୩୩ କୋଟି ଟଙ୍କା ବୟ ବରାଦ ହୋଇଛି । ପ୍ରଶାସନିକ ବ୍ୟୟ ୭୪ ଲକ୍ଷ ୨୬୧ କୋଟି ଟଙ୍କା ଅଟକଳ କରାଯାଇଛି। କାର୍ଯ୍ୟକ୍ରମ ବ୍ୟୟ  ୧ ଲକ୍ଷ କୋଟି ଟଙ୍କା ରହିଛି । 

କେଉଁଠୁ ଆସିବ କେତେ ଅର୍ଥ .....

{"id":650770,"sizeSlug":"full","linkDestination":"none"}

ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା । ଋଣ ଓ ଅନନ୍ୟ ବାବଦରୁ ୩୬୩୩ କୋଟି ଟଙ୍କା ଆସିବ।

wp:list
  • କେନ୍ଦ୍ରୟ ଟିକସରୁ ଆସିବ ୩୬୯୭୮ କୋଟି।
  • ରାଜ୍ୟର ନିଜସ୍ଵ ଟିକସରୁ ଆସିବ ୪୬୦୦୦ କୋଟି।
  • ନିଜସ୍ଵ ଅଣ ଟିକସ ବାବଦକୁ ୪୮୨୦୦ କୋଟି ଟଙ୍କା  ରହିଛି ।
  • କେନ୍ଦ୍ର ଅନୁଦାନ ବାବଦକୁ ୩୨୭୮୯ କୋଟି ଟଙ୍କା ରହିଛି।
  • ରାଜସ୍ୱ ପ୍ରାପ୍ତିରୁ ଏକ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ବାବଦରୁ ୩୬ ହଜାର ୩୩ କୋଟି ଟଙ୍କା ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.