ରୋଷେଇ ଘର ଝରକା ଗ୍ରୀଲ ଭାଙ୍ଗି ଲୁଟିନେଲେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର
25/09/2018 at 5:28 PM

ଭଦ୍ରକ ୨୫/୯ : ରୋଷେଇ ଘର ଝରକା ଗ୍ରୀଲ ଭାଙ୍ଗି ଘରେ କଳା କନା ବୁଲାଇଦେଲେ ଚୋର । ଭଦ୍ରକ ସହରର ଅପର୍ତିବିନ୍ଧା ନିୟୁ କଲୋନୀର ଜଣେ ଡାକ୍ତର ସସ୍ମିତା ଖିଲାରଙ୍କ ଘରୁ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ରାତିରେ ଶୋଇଥିବା ବେଳେ ରୋଷେଇ ଘର ଗ୍ରୀଲ ଭାଙ୍ଗି ଘରେ ପଶିଥିଲେ । ଆଉ ଆଲମିରା ଚାବିକୁ ନେଇ ସବୁ ଅଳଙ୍କାର ନେଇ ଯାଇଥିଲେ । ଭଦ୍ରକ ଟାଉନ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣାସ୍ଥଳରେ ସାଇଂଟିଫିକ୍ ଟିମ ପହଂଚି ଆଲମିରାରେ ପଡିଥିବା ଫିଙ୍ଗର ପ୍ରିଂଟ ଯାଞ୍ଚ କରୁଛନ୍ତି ।
Related Posts
ମାର୍ଚ୍ଚ ୧୦ ରୁ ମାଟ୍ରିକ୍ ସମ୍ମେଟିଭ୍ ୨, ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା
5 February 2023
ଡକାୟତି ଯୋଜନା ପଣ୍ଡ, ୫ଜଣଙ୍କୁ ବାନ୍ଧିଲା ପୋଲିସ
5 February 2023
ସ୍କୁଲରେ ଭୂତ ଭୟ ! ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଝୁଲୁଛି ତାଲା
5 February 2023