scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଦର୍ଶ ବିଦ୍ୟାଳୟରେ ବଜ୍ରପାତ, ୨୦ ଛାତ୍ରଛାତ୍ରୀ ଆହତ

12/08/2023 at 6:04 PM

ମାର୍ଶାଘାଇ ୧୨।୮: ସ୍କୁଲରେ ପଡିଲା ବଜ୍ର । ବଜ୍ରାଘାତରେ ୨୦ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା କୋଦାନଗରୀ ଥାନା ଆଦର୍ଶ ବିଦ୍ୟାଳୟରେ ଏଭଳି ଅଘଟଣ ଘଟିଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା କୋଦାନଗରୀ ଥାନା ଆଦର୍ଶ ବିଦ୍ୟାଳୟରେ ବଜ୍ରପାତ ହୋଇଛି । ବଜ୍ରାଘାତରେ ଆଦର୍ଶ ବିଦ୍ୟାଳୟର ୨୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ଛାତ୍ରଛାତ୍ରୀଙ୍କୁ ପାଟକୁରା ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରତର ହେବାରୁ କେନ୍ଦ୍ରାପଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସ୍କୁଲ ଛୁଟି ହେବା ପୂର୍ବରୁ ବଜ୍ରପାତ ହୋଇଥିବା ସୂଚନା ମିଶିଛି । ସ୍କୁଲର ଇଲେକ୍ଟ୍ରିତାର ସହ ଫ୍ୟାନ୍ ପୋଡି ଯାଇଥିବା ଜଣାପଡିଛି ।

You Can Read :

   Related Posts