ବନ୍ୟା ପାଣିରେ ଭାସି ଯାଉଥିଲେ ଦୁଇ ଯୁବକ, ଉଦ୍ଧାର କଲେ ସ୍ଥାନୀୟ ଲୋକେ
21/08/2022 at 5:03 PM

ଯାଜପୁର, ୨୧/୮: ବନ୍ୟା ପାଣିରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହେଲେ ଦୁଇ ଯୁବକ । ବୈତରଣୀ ନଦୀରେ ବନ୍ୟା ଜଳ ଆସିବା ଦ୍ଵାରା ବୁଢା ନଦୀରେ ବନ୍ୟା ଦେଖା ଦେଇଥିଲା । ଯେଉଁଥିରେ ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତରେ ଅନେକ ଗାଁ ଜଳମଗ୍ନ ହୋଇଛି । ତେବେ ବନ୍ୟା ଜଳ ଆସିବା ଦ୍ଵାରା ଓଲେଇ ପଡ଼ା ନିକଟରେ ଦୁଇ ଯୁବକ ଭାସି ଯିବା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ।
Related Posts
ଗାଡି ପଛରେ ହନୁମାନଙ୍କୁ ବାନ୍ଧିନେଲେ, ଭାଇରାଲ ହେଲା ଭିଡିଓ
31 January 2023
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023
ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଫିଟିପାରେ ଅନେକ ରହସ୍ୟ
31 January 2023