Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ବନ୍ୟା ପାଣିରେ ଭାସି ଯାଉଥିଲେ ଦୁଇ ଯୁବକ, ଉଦ୍ଧାର କଲେ ସ୍ଥାନୀୟ ଲୋକେ

21/08/2022 at 5:03 PM

ଯାଜପୁର, ୨୧/୮: ବନ୍ୟା ପାଣିରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହେଲେ ଦୁଇ ଯୁବକ । ବୈତରଣୀ ନଦୀରେ ବନ୍ୟା ଜଳ ଆସିବା ଦ୍ଵାରା ବୁଢା ନଦୀରେ ବନ୍ୟା ଦେଖା ଦେଇଥିଲା । ଯେଉଁଥିରେ ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତରେ ଅନେକ ଗାଁ ଜଳମଗ୍ନ ହୋଇଛି । ତେବେ ବନ୍ୟା ଜଳ ଆସିବା ଦ୍ଵାରା ଓଲେଇ ପଡ଼ା ନିକଟରେ ଦୁଇ ଯୁବକ ଭାସି ଯିବା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ।

   Related Posts