ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା, ପୂର୍ବତନ ଯୋଜନା ସହାୟକଙ୍କୁ ୨ ବର୍ଷ ଜେଲ୍
19/12/2022 at 9:44 PM
ବ୍ରହ୍ମପୁର, ୧୯।୧୨: ବ୍ରହ୍ମପୁର ଉନ୍ନୟନ କତ୍ତୃପକ୍ଷର ପୂର୍ବତନ ଯୋଜନା ସହାୟକ ବେଣୁଧର ଦଳବେହେରା ଭିଜିଲାନ୍ସ ସ୍ସତନ୍ତ୍ର କୋର୍ଟ ଦ୍ୱାରା ଦଣ୍ଡିତ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୁଇ ବର୍ଷ ଜେଲ ସହ ୫ ହଜାର ଟଙ୍କା ଜରିମାନା ଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ବ୍ରହ୍ମପୁର ।
Related Posts
ଭୟାବହ ଅଗ୍ନିକାଣ୍ଡରେ ୪୬ ବଖରା ଘର ଭଷ୍ମିଭୂତ ; ବାସହୀନ ହେଲେ ୨୨ ପରିବାର
2 February 2023
ବଦଳିଲା ନାଁ: ଓଡ଼ିଶା ଅଗ୍ନିଶମ ସହ ଯୋଡ଼ିହେଲା ଜରୁରୀ କାଳୀନ ସେବା
2 February 2023
ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ
2 February 2023