scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜଙ୍ଗଲକୁ କାଠ ପାଇଁ ଯାଇଥିଲେ ପଡିଲା ଘଡଘଡି, ଦୁଇ ମହିଳାଙ୍କ ମୃତ୍ୟୁ

10/07/2023 at 3:50 PM

ଅନୁଗୁଳ ୧୦/୦୭: ବଜ୍ରପାତରେ ଦୁଇ ମହିଳା ମୃତ । ମୃତକ ଦୁଇ ଜଣ ହେଲେ ଅନୁଗୁଳ ନାଲକୋ ବଳରାମପ୍ରସାଦର ସୁଷମା ବେହେରା ଓ ପେନି ବେହେରା । ଏମାନେ ନାଲକୋ ଆସପଣ୍ଡ ନିକଟକୁ ଶୁଖିଲା କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ହୋଇଥିଲା ବଜ୍ରପାତ ।

ସୂଚନା ଥାଉକି, ଦୁଇ ମହିଳା ଆସପଣ୍ଡ ନିକଟକୁ ଶୁଖିଲା କାଠ ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ତାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

you can also read…

   Related Posts