ପାର୍ଲରରୁ ଧରା ପଡିଲେ ମହିଳା ଲୁଟେରା
9/06/2018 at 10:59 AM

ଭୁବନେଶ୍ୱର ବାଣୀବିହାର ନିକଟ ଏକ ପାର୍ଲର ଭିତରୁ ମହିଳା ଲୁଟେରାଙ୍କୁ ଗିରଫ କରିଛି ପୋଲିସ | ଦୁହେଁ ସେହି ପାର୍ଲରର କର୍ମଚାରୀ | ପାର୍ଲରରେ ମହିଳାଙ୍କ ପ୍ରସାଧନ କରୁଥିବା ସମୟରେ କୌଶଳରେ ଲୁଟ କରୁଥିଲେ ଦୁହେଁ | ଚୁଟି କାଟିବା ସମୟରେ ମହିଳାଙ୍କ ବେକରୁ ଚେନ କାଟିନେଉଥିଲେ | ପୂର୍ବରୁ ମଧ୍ୟ ପାର୍ଲର ବିରୋଧରେ ଚୋରି ଅଭିଯୋଗ ରହିଥିଲା |
Related Posts
ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ, ଘୋଷଣା କଲେ ରାଜ୍ୟ ସରକାର
1 April 2023