ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

୨ ଟିଏମସି ବିଧାୟକଙ୍କ ସମେତ ୫୦ ଜଣ କାର୍ଯ୍ୟକର୍ତ୍ତା ଯୋଗଦେଲେ ବିଜେପିରେ

28/05/2019 at 5:35 PM

ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିର ବଡ ବିଜୟ ହୋଇଛି । ଆଜି ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂଶୁ ରାୟଙ୍କ ସମେତ ୩ ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ୩ ଜଣ ବିଧାୟକଙ୍କ ମଧ୍ୟରୁ ୨ ଜଣ ତୃଣମୁଳ କଂଗ୍ରେସ ଓ ଜଣେ ମାକପା ବିଧାୟକ । ୨ ଟିଏମସି ବିଧାୟକ ହେଲେ ଶିଳଭଦ୍ର ଦତ୍ତ ଏବଂ ସୁନୀଲ ସିଂହ । ୩ ନେତାଙ୍କ ଛଡା ବିଭିନ୍ନ ଅଞ୍ଚଳର ୫୦ ଜଣ କାର୍ଯ୍ୟକର୍ତ୍ତା ମଧ୍ୟ ଆଜି ଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି ।

   Related Posts