ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଶୋପିଆନ ଏନକାଉଣ୍ଟରରେ ୨ଆତଙ୍କବାଦୀ ନିହତ : ସର୍ଚ୍ଚ ଅପରେସନ ଜାରି

14/10/2020 at 2:42 PM

ଶ୍ରୀନଗର ୧୪/୧୦: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି। ଶୋପିଆନ ଜିଲ୍ଲାର ଚକୁରା ଅଞ୍ଚଳରେ ସୁରକ୍ଷାକର୍ମୀ ଆଜି ୨ଆତଙ୍କବାଦୀଙ୍କୁ ଗୁଳି କରି ମାରିଛନ୍ତି। ଏବେ ଶବକୁ ଉଦ୍ଧାର କରାଯାଇନାହିଁ। ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି। ଏହା ସହିତ ପୂରା ଅଞ୍ଚଳକୁ ଘେରାଉ କରାଯାଇଛି।

ସୁରକ୍ଷାକର୍ମୀଙ୍କୁ ଚକୁରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବାର ସୂଚନା ମିଳିଥିଲା। ଏହା ପରେ ସିଆରପିଏଫ ଏବଂ ଜାମ୍ମୁ-କାଶ୍ମୀର ପୋଲିସର ଯବାନ ସର୍ଚ ଅପରେସନ ଜାରି କରିଥିଲେ। ଏହି ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ବର୍ଷଣ ଆରମ୍ଭ କରି ଦେଇଥିଲେ। ପାଲଟା ଜବାବରେ ୨ଆତଙ୍କବାଦୀ ନିହତ ହୋଇଥିଲେ।

   Related Posts