ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି

Published By : Prameya-News7 Bureau | June 13, 2018 IST

କୃଷ୍ଣପ୍ରସାଦର ଦୁଇଟି ମନ୍ଦିରରୁ ରାତି ଅଧିଆ ଲୁଟ ହୋଇଛି | ବାବା କମଳେଶ୍ବର ମନ୍ଦିର ଓ ବୁଢୀ ଠାକୁରାଣୀ ମନ୍ଦିରରୁ ଚୋରି କରିଛନ୍ତି ଲୁଟେରା | ଦାନବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି | ଲୁଟ୍ ପରେ ଦାନବାକ୍ସକୁ ନିକଟସ୍ଥ ପୋଖରିରେ ଫିଙ୍ଗିଦେଲେ ଦୁର୍ବୃତ୍ତ |ଘଟଣାସ୍ଥଳରେ ପହଞ୍ଚି କୃଷ୍ଣପ୍ରସାଦ ପୋଲିସର ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.