ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି
13/06/2018 at 5:48 AM

କୃଷ୍ଣପ୍ରସାଦର ଦୁଇଟି ମନ୍ଦିରରୁ ରାତି ଅଧିଆ ଲୁଟ ହୋଇଛି | ବାବା କମଳେଶ୍ବର ମନ୍ଦିର ଓ ବୁଢୀ ଠାକୁରାଣୀ ମନ୍ଦିରରୁ ଚୋରି କରିଛନ୍ତି ଲୁଟେରା | ଦାନବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି | ଲୁଟ୍ ପରେ ଦାନବାକ୍ସକୁ ନିକଟସ୍ଥ ପୋଖରିରେ ଫିଙ୍ଗିଦେଲେ ଦୁର୍ବୃତ୍ତ |ଘଟଣାସ୍ଥଳରେ ପହଞ୍ଚି କୃଷ୍ଣପ୍ରସାଦ ପୋଲିସର ତଦନ୍ତ କରୁଛି |
Related Posts
ଘରେ ପଶି ମହିଳାଙ୍କୁ ଗୁଳିମାଡ଼, ପୋଲିସ ଖୋଜୁଛି କାରଣ
6 December 2023
ପୂର୍ବବିବାଦରୁ ଗୋଷ୍ଠୀ ସଂଘର୍ଷ, ଏକାଧିକ ଲୋକ ଆହତ
6 December 2023