ପୋଖରିରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ
28/05/2018 at 7:40 AM

ଖୋର୍ଦ୍ଧା ନିକଟସ୍ଥ ଓରମି ଗାଁରେ ଅଘଟଣ
ଗାଧୋଉଥିବା ବେଳେ ବୁଡିଗଲେ ଦୁଇ ଭଉଣୀ
ମାମୁଁ ଘରକୁ ବୁଲିବାକୁ ଆସିଥିଲେ ଦୁଇ ଭଉଣୀ
ସେମାନଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲା ସୋରଣରେ
୨ ଭଉଣୀ- ଲୋପାମୁଦ୍ରା ଜେନା (୧୪ ବର୍ଷ)ଓ ରୋଶନି ଜେନା (୧୦ ବର୍ଷ)