ହୋଲି ଖେଳି ସାରି ଗାଧେଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଦୁଇ ଭଉଣୀ ମୃତ

Published By : Prameya-News7 Bureau | March 19, 2022 IST

ପାଟଣା, ୧୯।୦୩: ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ । ହୋଲି ଖେଳି ସାରି ଗାଧେଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ବାରିଆ ଥାନା ଭୁଇଁପୁର ମଠ ସାହିରେ ଏହି ଘଟଣା ଘଟିଛି । ମୃତ ଦୁଇ ଭଉଣୀ ସ୍ୱାତିରାଣୀ ନାଏକ ଓ ସଞ୍ଜୁଲତା ନାଏକ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.