scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨ କ୍ବିଣ୍ଟାଲ ଗଞ୍ଜେଇ ଜବତ

13/01/2020 at 12:35 PM

ଲମତାପୁଟ ୧୩/୧: ୨ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଗୁନେଇପଡା ଗାଁ ନିକଟରେ ପାଟ୍ରୋଲିଂ ବେଳେ ଜବତ କରିଛି ପୋଲିସ। ମିଳିତ ଭାବେ ଚଢାଉ କରିଥିଲା ମାଛକୁଣ୍ଡ ଓ ଲମତାପୁଟ ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା।

ଗାଡି ଯାଞ୍ଚ କରିବା ସମୟରେ ଦୁର୍ବୃତ୍ତ ମାନେ ଗାଡି ଛାଡି ଚମ୍ପଟ ମାରିଥିଲେ । ବଡକିଚବ ଗାଁରୁ ବୈପାରିଗୁଡା ଚୋରା ଚାଲାଣ ହେଉଥିଲା ଗଞ୍ଜେଇ।

   Related Posts