୨ କ୍ବିଣ୍ଟାଲ ଗଞ୍ଜେଇ ଜବତ

Published By : Prameya-News7 Bureau | January 13, 2020 IST

ଲମତାପୁଟ ୧୩/୧: ୨ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଗୁନେଇପଡା ଗାଁ ନିକଟରେ ପାଟ୍ରୋଲିଂ ବେଳେ ଜବତ କରିଛି ପୋଲିସ। ମିଳିତ ଭାବେ ଚଢାଉ କରିଥିଲା ମାଛକୁଣ୍ଡ ଓ ଲମତାପୁଟ ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା।

{"id":210590,"sizeSlug":"large"}

ଗାଡି ଯାଞ୍ଚ କରିବା ସମୟରେ ଦୁର୍ବୃତ୍ତ ମାନେ ଗାଡି ଛାଡି ଚମ୍ପଟ ମାରିଥିଲେ । ବଡକିଚବ ଗାଁରୁ ବୈପାରିଗୁଡା ଚୋରା ଚାଲାଣ ହେଉଥିଲା ଗଞ୍ଜେଇ।

{"id":210591,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.