ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଚାଷ ଜମିକୁ ମଡ଼ାଇବାକୁ ଯାଇଥିଲେ ପାଣି, ହେଲେ ରେଳଲାଇନ୍‌ କଡ଼ରୁ ମିଳିଲା ମୃତ ଦେହ

26/08/2021 at 8:45 PM

ବ୍ରହ୍ମପୁର, ୨୬/୦୮: ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଷ୍ଟେସନ୍‌ ନିକଟରୁ ୨ ମୃତଦେହ ଉଦ୍ଧାର କରାଯାଇଛି । ବୁଧବାର ରାତିରେ ଗୋଳନ୍ଥରା ଗାଁର ଦୁଇ ଜଣ ବ୍ୟକ୍ତି ଚାଷ ଜମିକୁ ପାଣି ମଡାଇବାକୁ ଯାଇ ଘରକୁ ଫେରି ନଥିଲେ । ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଷ୍ଟେସନ୍‌ ନିକଟରେ ଦୁଇ ଜଣଙ୍କ ମୃତଦେହ ପାଖାପାଖି ସ୍ଥାନରେ ଠାବ କରାଯାଇଛି । ପାରିପାର୍ଶିକ ଅବସ୍ଥାରୁ ଏହା ଏକ ଡବଲ୍ ମର୍ଡର୍ ବୋଲି ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ବର୍ତ୍ତମାନ ପହଞ୍ଚିଥିବା ଜଣାପଡ଼ିଛି ।

   Related Posts