oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଗ୍ୟାଙ୍ଗଷ୍ଟର ଟିଟୋ ଆଉ ୨ ସହଯୋଗୀ ଗିରଫ

30/07/2018 at 8:09 AM

ଗ୍ୟାଙ୍ଗଷ୍ଟର ଟିଟୋ ଆଉ ୨ ସହଯୋଗୀ ଗିରଫ | ଦୁଇ ସହଯୋଗୀଙ୍କୁ ପାରାଦୀପରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ | ଗିରଫ ଦୁଇଜଣ ହେଲେ ଆଲୋକ ମଲ୍ଲିକ ଓ ଦୀପକ ସ୍ୱାଇଁ | ଚଳିତ ବର୍ଷ ଗୋଆରେ ଏକ ବୈଠକରେ ଏହି ଦୁଇଜଣ ଯୋଗ ଦେଇଥିଲେ | କୌଣସି ଏକ ଅପରାଧିକ ଷଡଯନ୍ତ୍ର ଲାଗି ଏହି ବୈଠକ ବସିଥିଲା ବୋଲି ଶୁଣିବାକୁ ମିଳୁଛି | ବାପୁ ପରିଡା ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲା | ଏହି ଦୁଇ ଜଣଙ୍କୁ ଏସଟିଏଫ ଗିରଫ କରିବା ପରେ ଅନ୍ୟମାନଙ୍କ ମଧ୍ୟରେ ଏକ କୋକୁଆ ଭୟ ସୃଷ୍ଟି ହୋଇଛି ଯେଉଁମାନେ କି ଟିଟୋ ଲିଙ୍କରେ ସାମିଲ ଅଛନ୍ତି | ଟିଟୋର ଅପରାଧିକ ଷଡଯନ୍ତ୍ର ଓ ଅନ୍ୟାନ୍ୟ ଲିଙ୍କରେ ସାମିଲ ଥିବା ଅନ୍ୟମାନଙ୍କୁ ମଧ୍ୟ ଖୁବ ଶୀଘ୍ର କ୍ରାଇମବ୍ରାଞ୍ଚ ଏସଟିଏଫ ଉଠାଇବା ବୋଲି ସୂଚନା ମିଳିଛି |

   Related Posts