AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାଇକେଲ ଧୋଇବାକୁ ଯାଇ ବୁଡିଗଲେ ୩ ନାବାଳକ; ୨ ମୃତ, ଜଣେ ଗୁରୁତର

7/10/2018 at 12:12 PM

ନବରଙ୍ଗପୁର ୭/୧୦ : ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଅନ୍ତର୍ଗତ ଚିରମା ଗାଁରେ ଘଟିଛି ଅଘଟଣ | ସାଇକେଲ ଧୋଇବାକୁ ଯାଇ ବୁଡିଗଲେ ୩ ନାବାଳକ | ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି | ମୃତକ ଦୁଇ ଜଣ ହେଲେ ତୁଷାରକାନ୍ତ ବିଶୋୟୀ ଓ ନିଶିକାନ୍ତ ବିଶୋୟୀ | ଦୁହେଁ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି | ଗୁରୁତର ନାବାଳକ ଶିବା ବିଶୋୟୀକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି |

 

   Related Posts