ସାଇକେଲ ଧୋଇବାକୁ ଯାଇ ବୁଡିଗଲେ ୩ ନାବାଳକ; ୨ ମୃତ, ଜଣେ ଗୁରୁତର
7/10/2018 at 12:12 PM

ନବରଙ୍ଗପୁର ୭/୧୦ : ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଅନ୍ତର୍ଗତ ଚିରମା ଗାଁରେ ଘଟିଛି ଅଘଟଣ | ସାଇକେଲ ଧୋଇବାକୁ ଯାଇ ବୁଡିଗଲେ ୩ ନାବାଳକ | ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି | ମୃତକ ଦୁଇ ଜଣ ହେଲେ ତୁଷାରକାନ୍ତ ବିଶୋୟୀ ଓ ନିଶିକାନ୍ତ ବିଶୋୟୀ | ଦୁହେଁ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି | ଗୁରୁତର ନାବାଳକ ଶିବା ବିଶୋୟୀକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି |
Related Posts
ଭୁବନେଶ୍ୱରରେ ଜଳିଗଲା ଏଟିଏମ୍, ଅଗ୍ନିଶମ ବାହିନୀର ଛାନ୍ଭିନ୍
7 February 2023
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023