ବଜ୍ରାଘାତରେ ୨ ମୃତ, ୩ ଗରୁତର ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଚାନ୍ଦବାଲି: ଚାନ୍ଦବାଲି ବ୍ଲକରେ ଉତୁକୁଡ଼ା, ମୈସୁଧା ଓ ଖେରଙ୍ଗ ପଞ୍ଚାୟତରେ ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା  ବେଳେ ୩ ଜଣ ଗରୁତର ଅବସ୍ଥାରେ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ଉତୁକୁଡ଼ା ପଞ୍ଚାୟତର ସିଙ୍ଗିଟି ଗାଁକୁ ମୟୂରଭଞ୍ଜ ଜିଲ୍ଲାରୁ କୃଷିକାର୍ଯ୍ୟ ପାଇଁ ଆସିଥିବା ମାଆ ଓ ଝିଅଙ୍କ ମଧ୍ୟରୁ ବଜ୍ରାଘାତରେ ମାଆ ଯମୁନା ସିଂଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ସୀମା ଗୁରୁତର ହୋଇଛନ୍ତି। ସେହିପରି ଖେରଙ୍ଗ ପଞ୍ଚାୟତରେ ପ୍ରଫୁଲ ମାଝୀଙ୍କ ପୁଅ ପ୍ରତାପ ମାଝୀ … Continue reading ବଜ୍ରାଘାତରେ ୨ ମୃତ, ୩ ଗରୁତର ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର