ହାଓ୍ୱାଡ଼ା ସନ୍ତରାଗାଚ୍ଛି ଷ୍ଟେସନ ଫୁଟଓଭର ବ୍ରିଜରେ ଦଳାଚକଟା : ୨ମୃତ, ୧୪ ଜଣ ଆହତ
23/10/2018 at 11:28 PM

କୋଲକାତା ୨୩/୧୦: ହାଓ୍ୱାଡ଼ା ସନ୍ତରାଗାଚ୍ଛି ଷ୍ଟେସନ ଫୁଟଓଭର ବ୍ରିଜରେ ଦଳାଚକଟା । ଆହତଙ୍କୁ ହାଓ୍ୱାଡ଼ା ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିବାରଙ୍କୁ ୫ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ପଶ୍ଚିମବଙ୍ଗ ସରକାର ।
ରେଲଓ୍ୱେ ତରଫରୁ ହେଲ୍ପଲାଇନ ନମ୍ୱର ଜାରି ଖଡ଼ଗପୁର – ୦୩୩୨୨୨୧୦୭୨, ସନ୍ତରଗାଚ୍ଛି – ୦୩୩୨୬୨୯୫୫୬୧