AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ହାଓ୍ୱାଡ଼ା ସନ୍ତରାଗାଚ୍ଛି ଷ୍ଟେସନ ଫୁଟଓଭର ବ୍ରିଜରେ ଦଳାଚକଟା : ୨ମୃତ, ୧୪ ଜଣ ଆହତ

23/10/2018 at 11:28 PM

କୋଲକାତା ୨୩/୧୦: ହାଓ୍ୱାଡ଼ା ସନ୍ତରାଗାଚ୍ଛି ଷ୍ଟେସନ ଫୁଟଓଭର ବ୍ରିଜରେ ଦଳାଚକଟା । ଆହତଙ୍କୁ ହାଓ୍ୱାଡ଼ା ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିବାରଙ୍କୁ ୫ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ପଶ୍ଚିମବଙ୍ଗ ସରକାର ।

ରେଲଓ୍ୱେ ତରଫରୁ ହେଲ୍ପଲାଇନ ନମ୍ୱର ଜାରି ଖଡ଼ଗପୁର – ୦୩୩୨୨୨୧୦୭୨, ସନ୍ତରଗାଚ୍ଛି – ୦୩୩୨୬୨୯୫୫୬୧

   Related Posts