Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

୪ ଦିନ ହେଲା ପଥର ତଳେ ଜୀବନ ; ଅନିଶ୍ଚିତତାରେ ଉଦ୍ଧାର କାର୍ଯ୍ୟ

3/06/2018 at 6:23 AM

ଜୟପୁର ରାଣୀଗଡ ଗୁମ୍ଫା ପଥର କ୍ବାରିରେ ଶ୍ରମିକ ଫଶି ରହିବା ଘଟଣାକୁ ୪ ଦିନ ବିତି ଗଲେ ମଧ୍ୟ ଏଯାଏଁ ଉଦ୍ଧାର କରାଯାଇପାରିନାହିଁ |
ଆଜି ସକାଳୁ ପୁଣି ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ | ଏନ୍ଡିଆର୍ପିଏଫ୍, ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି |
ଉଦ୍ଧାର କାର୍ଯ୍ୟରେ ଗୋଟିଏ କ୍ରେନ ଓ ଦୁଇଟ୍ ଜେସିବି ନିୟୋଜିତ କରାଯାଇଛି | ଆବଶ୍ୟକ ପଡିଲେ ଆଉ ଗୋଟିଏ କ୍ରେନ ନିୟୋଜିତ କରାଯିବ କୁହାଯାଉଛି |

Leave a Reply

   Related Posts