୧୫ ଦିନ ପରେ ସରିଲା ଅପରେସନ ଗୁମ୍ମା ପଥର କ୍ୱାରୀ ; ଉଦ୍ଧାର ହେଲା ୨ ଜେସିବି ଅପରେଟରଙ୍କ ମୃତଦେହ
15/06/2018 at 6:57 AM

୧୫ ଦିନ ପରେ ସରିଲା ଅପରେସନ ଗୁମ୍ମା ପଥର କ୍ୱାରୀ ; ଉଦ୍ଧାର ହେଲା ୨ ଜେସିବି ଅପରେଟର ସଞ୍ଜୟ ଦାସ ଓ ଘନଶ୍ୟାମ ଗୁରୁଙ୍କ ମୃତଦେହ … ଉଦ୍ଧାର କାର୍ଯ୍ୟ ସାରିବା ପରେ ଆକ୍ସନ ମୋଡ଼କୁ ଆସିଛି ପ୍ରଶାସନ …. ଅଘଟଣର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୋରାପୁଟ ଜିଲ୍ଲାପାଳ ସୂଚନା ଦେଇଛନ୍ତି …. ସାଇଟ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ ….