ଚୋରା ଚାଲାଣ ବେଳେ ୪୭କେଜି ଗଞ୍ଜେଇେ ଜବତ, ଦୁଇ ଯୁବତୀ ଗିରଫ
6/08/2019 at 9:23 PM

ରାୟଗଡା୬|୮: ଝାଡଖଣ୍ଡ ରାଜ୍ୟର ରାଂଚିକୁ ଗଇେ ଚୋରା ଚାଲାଣ ବଳେ ଧରା ପଡିଛନ୍ତି ଦୁଇ ଜଣ ଯୁବତୀ। ଅତି ଚତୁରତା ସହ ଦୁଇଟି ବ୍ୟାଗରେ ଗଞ୍ଜେଇେ ଭର୍ତିକରି ଦୁଇ ଯୁବତୀ ଚାଲାଣ କରୁଥିଲେ। ତବେ ଆଜି ସକାଳୁ ସୂଚନା ପାଇ ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇଥିଲା।

ଚଢାଉ ବଳେ ଷ୍ଟେସନ ଛକରେ ଦୁଇ ଯୁବତୀଙ୍କୁ ଧରିଥିଲା ଅବକାରୀ ଟିମ। ସେମାନଙ୍କ ନିକଟରୁ ୪୭ କେଜି ଗଇେ ଜବତ କରାଯାଇଛି। ମାଜିଷ୍ଟ୍ରଟଙ୍କ ଉପସ୍ଥିତିରେ ଓଜନ କରାଯିବା ପରେ ଦୁଇ ଯୁବତୀଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଗିରଫ ଦୁଇ ଯୁବତୀ ହଲେ କୋରାପୁଟ ଜିଲ୍ଲା ସେମିଳିଗୁଡାର ଅଜନୀ ଖୋସଲା ଓ ଲକ୍ଷ୍ମୀ ଖରା। ରାୟପୁର ରାସ୍ତା ଦେଇ ଏମାନେ ରାଂଚିକୁ ଗଇେ ଚାଲାଣ କରୁଥିଲେ ବୋଲି ଅବକାରୀ ଇନ୍ସପେକ୍ଟର କହିଛନ୍ତି।
