vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ଚୋରା ଚାଲାଣ ବେଳେ ୪୭କେଜି ଗଞ୍ଜେଇେ ଜବତ, ଦୁଇ ଯୁବତୀ ଗିରଫ

6/08/2019 at 9:23 PM

ରାୟଗଡା୬|୮: ଝାଡଖଣ୍ଡ ରାଜ୍ୟର ରାଂଚିକୁ ଗଇେ ଚୋରା ଚାଲାଣ ବଳେ ଧରା ପଡିଛନ୍ତି ଦୁଇ ଜଣ ଯୁବତୀ। ଅତି ଚତୁରତା ସହ ଦୁଇଟି ବ୍ୟାଗରେ ଗଞ୍ଜେଇେ ଭର୍ତିକରି ଦୁଇ ଯୁବତୀ ଚାଲାଣ କରୁଥିଲେ। ତବେ ଆଜି ସକାଳୁ ସୂଚନା ପାଇ ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇଥିଲା।

ଚଢାଉ ବଳେ ଷ୍ଟେସନ ଛକରେ ଦୁଇ ଯୁବତୀଙ୍କୁ ଧରିଥିଲା ଅବକାରୀ ଟିମ। ସେମାନଙ୍କ ନିକଟରୁ ୪୭ କେଜି ଗଇେ ଜବତ କରାଯାଇଛି। ମାଜିଷ୍ଟ୍ରଟଙ୍କ ଉପସ୍ଥିତିରେ ଓଜନ କରାଯିବା ପରେ ଦୁଇ ଯୁବତୀଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଗିରଫ ଦୁଇ ଯୁବତୀ ହଲେ କୋରାପୁଟ ଜିଲ୍ଲା ସେମିଳିଗୁଡାର ଅଜନୀ ଖୋସଲା ଓ ଲକ୍ଷ୍ମୀ ଖରା। ରାୟପୁର ରାସ୍ତା ଦେଇ ଏମାନେ ରାଂଚିକୁ ଗଇେ ଚାଲାଣ କରୁଥିଲେ ବୋଲି ଅବକାରୀ ଇନ୍ସପେକ୍ଟର କହିଛନ୍ତି।

   Related Posts