ବଲାଙ୍ଗୀରରେ ଫାଟିଲା ଗ୍ୟାସ ସିଲିଣ୍ଡର; ଉଡ଼ିଗଲା ରୋଷେଇଘର ଛାତ, ଅଳ୍ପକେ ବର୍ତ୍ତୀଲେ ୩ ଜଣ
21/10/2018 at 12:15 PM

ବଲାଙ୍ଗିର ୨୧/୧୦ : ବଲାଙ୍ଗୀର ଟାଉନ ଥାନା ମାଲପଡା ରାମ ମନ୍ଦିର ନିକଟରେ ଘଟିଛି ଅଘଟଣ | ମାଲପଡା ରାମ ମନ୍ଦିର ନିକଟ ହିମାଂଶୁ ପଣ୍ଡାଙ୍କ ଘରେ ଫାଟିଲା ଗ୍ୟାସ ସିଲିଣ୍ଡର | ଅଳ୍ପକେ ବର୍ତ୍ତିଲେ ପରିବାରର ୩ ସଦସ୍ୟ | ସିଲିଣ୍ଡର ଫାଟି ରୋଷେଇ ଘରର ଛାତ ଉଡି ଯାଇଛି | ଦୁଇଟି ଗ୍ୟାସ ସିଲିଣ୍ଡର ଲିକ୍ ହେବା ଯୋଗୁଁ ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା |
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023