ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି, ଚଳିତ ଶିକ୍ଷାବର୍ଷରୁ ଶତ ପ୍ରତିଶତ ସିଲାବସରେ ପରୀକ୍ଷା

Published By : Prameya-News7 Bureau | July 19, 2022 IST

ଭୁବନେଶ୍ୱର,୧୯ /୭: ଚଳିତ ଶିକ୍ଷାବର୍ଷରୁ ଶତ ପ୍ରତିଶତ ସିଲାବସରେ ପରୀକ୍ଷା ହେବ । ଯୁକ୍ତ ୨ ବା ଦ୍ୱାଦଶ ଶ୍ରେଣୀ ପାଇଁ ଛାତ୍ରଛାତ୍ରୀ ଏବେ ୧୦୦ ପ୍ରତିଶତ ସିଲାବସ୍‌ର ପାଠ ପଢ଼ି ପରୀକ୍ଷା ଦେବେ । ୨୦୨୨ର ଅକୃତକାର୍ଯ୍ୟ ପରୀକ୍ଷାର୍ଥୀ କିନ୍ତୁ ୨୦୨୩ ଓ ୨୦୨୪ ବର୍ଷ ପାଇଁ ହ୍ରାସ ପାଇଥିବା ୭୦% ପୁରୁଣା ସିଲାବସରେ ପରୀକ୍ଷା ଦେବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.