ଫସଲ ଖାଇବାକୁ ଆସିଥିବା ବେଳେ ୨ ଦନ୍ତାହାତୀଙ୍କ ମଧ୍ୟରେ ଲଢ଼େଇ

Published By : Prameya-News7 Bureau | November 01, 2021 IST

ସୁନ୍ଦରଗଡ, ୧/୧୧: ସୁନ୍ଦରଗଡ ଉଜ୍ଜଳପୁର ଫରେଷ୍ଟ ରେଞ୍ଜକିଞ୍ଜୀରି କେଲା ଉଦପଡାରେ ଗାଁରେ ୨ଟି ଦନ୍ତାହାତୀଙ୍କ ମଧ୍ୟରେ ଲଢ଼େଇ ହେଉଥିବା ଦେଖିବାକୁ ମିଳିଛି । ଗାଁ ନିକଟରେ ହାତୀ ଲଢ଼େଇ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ଗତ କିଛିଦିନ ହେବ ହାତୀପଲ ଗାଁ ନିକଟ ଜଙ୍ଗଲରେ ରହିଥିବା ଦେଖିବାକୁ ମିଳିଛି ।

wp:html https://youtu.be/5QzRaoNKpSg /wp:html

ଏହି ହାତୀ ପଲରେ ୨୦ଟି ହାତୀ ରହିଛନ୍ତି । ଗାଁକୁ ରାତିରେ ହାତୀ ଆସୁଥିବାରୁ ଲୋକେ ଭୟଭୀତ ରହିଛନ୍ତି । ଗାଁରେ ବନବିଭାଗ ପହଞ୍ଚି ହାତୀଙ୍କୁ ଘଉଡାଇବା ପାଇଁ ଉଦ୍ୟମ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.