ବଜ୍ରପାତରେ ଦୁଇ ମୃତ ଦୁଇ ଗୁରୁତର

Published By : Prameya-News7 Bureau | June 08, 2018 IST

କେନ୍ଦ୍ରାପଡା କୋରଅସୁରଡିହ ଗାଁରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି | ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.