ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ମୃତ,ଜଣେ ଗୁରୁତର
17/05/2018 at 11:37 AM

ବରଗଡ଼ ଜିଲ୍ଲା ପାଇକମାଳ ଅନ୍ତର୍ଗତ ମଣ୍ଡସିଲ ଗାଁରେ ଘଟିଛି ଅଘଟଣ
ପାଇଖାନା ଟାଙ୍କି ସେଂଟରିଂ କରୁଥିବାବେଳେ ୨ ଜଣ ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି
ମୃତକ ୨ଜଣ ହେଲେ ମଦନ ବରିହା ଓ କରୁଣା ପଟେଲ
ଗୁରୁତର ଶ୍ରମିକକୁ ନୂଆପଡା ମେଡିକାଲରେ ଭର୍ତ୍ତି କରାଯାଇଛି
Related Posts
କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୭ ଜଣକ ଜୀବନ
31 March 2023