LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବାଇକ ଉପରେ ଚଢିଗଲା ଟେଙ୍କର: ୨ମୃତ, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

6/07/2019 at 6:44 PM

ଝାରସୁଗୁଡ଼ା ୬|୭:  ଝାରସୁଗୁଡା ବାଇପାସରେ ଟ୍ୟାଙ୍କର ଚାପରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଗୌରପଡାର ୨୩ ବର୍ଷ ବୟସ୍କ ସୁମିତ ସାହୁ ଓ ୨୧ ବର୍ଷ ବୟସ୍କ ନିତିନ ସରାଫ। ବାଇକ ଉପରେ ଟ୍ୟାଙ୍କର ମାଡ଼ିଯିବାରୁ ଘଟିଛି ଏହି ଅଭାବନୀୟ ଘଟଣା । ବଡ଼ମାଲ ଥାନା ରିନଲ୍ଟ ସୋ ରୁମ ପାଖରେ ବାଇକ ଉପରେ ପଛପଟୁ ଆସୁଥିବା ଟ୍ୟାଙ୍କର ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକେ ମୃତକଙ୍କ ଶବକୁ ରାସ୍ତାରେ ରଖି ରାସ୍ତା ଅବରୋଧ କରିଛନ୍ତି।

   Related Posts