ଭଦ୍ରକରେ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ; ୨ଜଣ ମୃତ, ଜଣେ ଗୁରୁତର
26/11/2018 at 5:26 PM

ଚାନ୍ଦବାଲି ୨୬|୧୧: ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ପିରାହାଟ କାନପୁର ଘୁସୁରା ନିକଟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ତେନ୍ତୁଳିଡିହି ଗଁ।ର ପିଣ୍ଟୁ ସାହୁ । ଗୁରୁତର ଶୈଳେନ୍ଦ୍ର ବେହେରା କଟକ ମେଡିକାଲ ସ୍ଥାନାନ୍ତରିତ ହୋଇଛନ୍ତି । ସେହିପରି ଦିଗଛିଆ ବଜାର ନିକଟରେ ଖେରଙ୍ଗ ଗଁ।ର ପ୍ରଦୀପ ମାଝୀଙ୍କର ମଧ୍ୟ ଦୁର୍ଘଟଣାର ମୃତ୍ୟୁ ହୋଇଛି ।
Related Posts
ରାଜଧାନୀ ଉପକଣ୍ଠରେ ଫଶି ରହିଥିଲେ ୬, ଉଦ୍ଧାର କଲା ଅଗ୍ନିଶମ ବାହିନୀ
17 August 2022
ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା, ନାଳରେ ଭାସୁଛି ମୃତଦେହ
17 August 2022