ନୂଆପଡ଼ା: ଦୁଇ ବାଇକ ମୁହାଁ ମୁହିଁ ଧକ୍କାରେ ୨ ମୃତ ୪ ଗୁରୁତର । ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ନୂଆପଡ଼ା ଜାତୀୟ ରାଜପଥ ୩୫୩ ଲୁକୁପାଲି ଠାରେ। ମୃତକଙ୍କ ମଧ୍ୟରେ ଜଣେ କୋମନା ଥାନା ମିଛପାଲି ପଞ୍ଚାୟତ ବାଟିବାହାଲ ଗ୍ରାମର ସୁମନ୍ତ ସାହୁ ହୋଇଥିବାବେଳେ ଅନ୍ୟ ଜଣେ ଛତିଶଗଡ଼ର କୋମାଖନ ଥାନା ତୁରୁକିବାବର ଗ୍ରାମର ପାରସ ରାମ ନାଗେଶ। ଘଟଣା ସ୍ଥଳକୁ ନୂଆପଡ଼ା ସଦର ଥାନା ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିବାବେଳେ ୪ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି।
ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଉପରେ ହମଲା, କଳାପତାକା ଦେଖ...