Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ପୋଖରୀରେ ବୁଡି ୨ ଶିଶୁ ମୃତ, ଗାଧୋଇବା ବେଳେ ଖସିଗଲା ଗୋଡ଼

17/03/2023 at 9:45 AM

ନୂଆପଡା ୧୭/୦୩: ଗାଧୋଇବା ବେଳେ ଅଘଟଣ । ପୋଖରୀରେ ବୁଡି ୨ ଶିଶୁଙ୍କ ସଲୀଳ ସମାଧି । ସିନାପାଲି ଥାନା ମଖାପଦର ପଞ୍ଚାୟତ ଚଉରା ଗାଁରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଘଟଣା । ଦୁଇ ମୃତକ ଶିଶୁ ହେଲେ ପୂର୍ଣ୍ଣାନନ୍ଦ ବନ୍ଦିଛୋରଙ୍କ ପୁଅ ବୃଷଭ ବନ୍ଦିଛୋର ଓ ସନ୍ତୋଷ ବନ୍ଦିଛୋରଙ୍କ ପୂଅ ଅମିତ ବନ୍ଦିଛୋର ।

ସୂଚନା ଥାଉକି, ଗୁରୁବାର ସ୍କୁଲ ଆସିବା ପରେ ପୋଖରୀରେ ଗାଧୋଉଥିଲେ ଉଭୟ ଶିଶୁ । ହେଲେ ଅସାବଧାନତା କାରଣରୁ ବୁଡି ଯାଇଥିଲେ ଦଉ ଶିଶୁ । ଘରକୁ ନ ଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ । କିଛି ସମୟ ପରେ ପୋଖରୀରେ ଦୁଇ ଶିଶୁଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ସିନାପାଲ୍ଲୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ ।

   Related Posts