ଢେଙ୍କାନାଳରେ ଦୁଇ ବସ୍ ମୁହାଁମୁହିଁ ଧକ୍କା : ୧୫ରୁ ଅଧିକ ଆହତ

Published By : Prameya-News7 Bureau | February 24, 2019 IST

ଢେଙ୍କାନାଳ ୨୪/୨: କାଳିଆ ଯୋଜନା ସମାବେଶକୁ ଯାଇଥିବାବେଳେ ଦୁଇ ବସର ମୁହାଁମୁହିଁ ଧକ୍କା ହୋଇଛି। ଏହି ଘଟଣା ଲମ୍ବୋଦରପୁରଠାରେ ଘଟିଛି। ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ହୋଇଛନ୍ତି।

{"id":88278,"width":594,"height":327}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.