AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଭଦ୍ରକ ଆଗରପଡା ମୁରଲୀ ଜେନା ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ

23/09/2018 at 2:46 PM

ଭଦ୍ରକ ୨୩|୯: ଭଦ୍ରକ ଜିଲ୍ଲା ଆଗରପଡା ଥାନା ବାଲିପୋଖରୀ ମୁରଲୀ ଜେନା ହତ୍ୟାକାଣ୍ଡ ଘଟଣାରେ ୩ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ଜେନା, ପ୍ରହଲ୍ଲାଦ ଜେନା ଓ ଦେବେନ୍ଦ୍ର ଜେନା । ଅନ୍ୟ ୨ ଜଣଙ୍କୁ ଶେ।ଷ ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ଦେବେନ୍ଦ୍ର ଜେନାକୁ ଦିଲ୍ଲୀରୁ ଗିରଫ କରିଛି ପେ।ଲିସ । ଗତ ଅଗଷ୍ଟ ୩୦ ତାରିଖ ରାତିରେ ପୂର୍ବ ଶତ୍ରୁତାକୁ ନେଇ ତେଲନଟୀ ଗାଁର ମୁରଲୀ ଜେନାଙ୍କୁ ବାଲିପୋଖରୀ ବଜାର ନିକଟରେ ହତ୍ୟା କରାଯାଇଥିଲା । ଏକ ନାଳରୁ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିଥିଲା ପେ।ଲିସ ।

   Related Posts