ଭଦ୍ରକ ଆଗରପଡା ମୁରଲୀ ଜେନା ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ
23/09/2018 at 2:46 PM

ଭଦ୍ରକ ୨୩|୯: ଭଦ୍ରକ ଜିଲ୍ଲା ଆଗରପଡା ଥାନା ବାଲିପୋଖରୀ ମୁରଲୀ ଜେନା ହତ୍ୟାକାଣ୍ଡ ଘଟଣାରେ ୩ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ଜେନା, ପ୍ରହଲ୍ଲାଦ ଜେନା ଓ ଦେବେନ୍ଦ୍ର ଜେନା । ଅନ୍ୟ ୨ ଜଣଙ୍କୁ ଶେ।ଷ ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ଦେବେନ୍ଦ୍ର ଜେନାକୁ ଦିଲ୍ଲୀରୁ ଗିରଫ କରିଛି ପେ।ଲିସ । ଗତ ଅଗଷ୍ଟ ୩୦ ତାରିଖ ରାତିରେ ପୂର୍ବ ଶତ୍ରୁତାକୁ ନେଇ ତେଲନଟୀ ଗାଁର ମୁରଲୀ ଜେନାଙ୍କୁ ବାଲିପୋଖରୀ ବଜାର ନିକଟରେ ହତ୍ୟା କରାଯାଇଥିଲା । ଏକ ନାଳରୁ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିଥିଲା ପେ।ଲିସ ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023