scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଟକରେ ଆଇନଜୀବୀ-ପୋଲିସ ବିବାଦ ଘଟଣା : ୨ ଅଭିଯୁକ୍ତ ଗିରଫ

26/09/2018 at 9:49 AM

କଟକ ୨୬|୯: କଟକରେ ଆଇନଜୀବୀ-ପୋଲିସ ବିବାଦ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଦିଲ୍ଲୀପ ସିଂହ ଓ ହୋମଗାର୍ଡ କିଶୋର ଜେନାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତ ଅଗଷ୍ଟ ୨୮ରେ ନୂଆପାଟଣା ଛକ ନିକଟରେ ଆଇନଜୀବୀ ଦେବୀ ପ୍ରସାଦ ତ୍ରିପାଠୀଙ୍କୁ ଦୁହେଁ ମାଡ ମାରିଥିଲେ । ପରେ ଆଇନଜୀବୀମାନେ ଆନ୍ଦୋଳନ କରିଥିଲେ । ଗତକାଲି କଟକ ସହରରେ କୌଣସି ସରକାରୀ କାର୍ଯ୍ୟାଳୟକୁ କର୍ମଚାରୀଙ୍କୁ ପ୍ରବେଶ କରାଇ ଦେଇନଥିଲେ ।

   Related Posts