ଚଳିତ ବର୍ଷ ବୈତରଣୀ ନଦୀରେ ପ୍ରଥମ ବନ୍ୟା, ନଦୀ କୂଳିଆ ଗାଁ ପାଣି ଘେରରେ
16/08/2022 at 10:49 AM

ଯାଜପୁର ରୋଡ୍ ୧୬।୮: ଚଳିତ ବର୍ଷ ବୈତରଣୀ ନଦୀରେ ପ୍ରଥମ ବନ୍ୟା ଆସିଛି । ଫଳରେ ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ଆଦି ବ୍ଲକର ବିଭିନ୍ନ ପଞ୍ଚାୟତ ପ୍ରଭାବିତ ହୋଇଛି । ସୋମବାର ରାତିରୁ ନଦୀର ଜଳସ୍ତର କ୍ରମଶଃ ହ୍ରାସ ପାଉଥିବା ବେଳେ ଏବେବି ବହୁ ନଦୀ କୂଳିଆ ଗାଁ ପାଣି ଘେରରେ ରହିଛି। ଗାଁ ଦାଣ୍ଡରେ ଲହଡ଼ୀ ମାରୁଛି ବନ୍ୟାଜଳ । ଲୋକଙ୍କ ଘରେ ବନ୍ୟାଜଳ ପ୍ରବେଶ କରିଥିବାରୁ ଲୋକେ ଉଚ୍ଚା ସ୍ଥାନ ଯଥା ନଦୀ ବନ୍ଧ ଓ ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି ।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023