ରଥଯାତ୍ରା ପ୍ରସ୍ତୁତି, ନିୟୋଜିତ ହେବେ ୧୮୦ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ

ପୁରୀ, ୦୮/୦୬: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ଦିନ କେଇଟା। ଏଥିପାଇଁ ରଥ ନିର୍ମାଣଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପ୍ରସ୍ତୁତି ଜୋର୍‌ ସୋର୍‌ରେ ଜାରି ରହିଛି। ଏହା ସହ ସୁରୁଖୁରୁରେ ଯେପରି ରଥଯାତ୍ରର ସରିବ ସେନେଇ ବୈଠକ କରି ଆଲୋଚନା କରାଯାଉଛି। ଏହିକ୍ରମରେ ପୋଲିଓ ଏଡିଜି ଅମିତାଭ୍ ଠାକୁର ଗୁରୁବାର ପୁରୀରେ ପହଞ୍ଚି, ରଥଯାତ୍ରା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ତଥା ଟ୍ରାଫିକ୍‌ ବ୍ୟବସ୍ଥା ଉପରେ ଏସପିଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ … Continue reading ରଥଯାତ୍ରା ପ୍ରସ୍ତୁତି, ନିୟୋଜିତ ହେବେ ୧୮୦ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ