ନୂଆଦିଲ୍ଲୀ: ଲୋକସଭା ଭଙ୍ଗ କଲେ ରାଷ୍ଟ୍ରପତି। କେନ୍ଦ୍ର କ୍ୟାବିନେଟର ସୁପାରିଶ ପରେ ୧୭ ତମ ଲୋକସଭାକୁ ଭଙ୍ଗ କରିଛନ୍ତି। ସେପଟେ ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ NDA ନେତା। ସରକାର ଗଠନ ନେଇ ଦାବି ଜଣାଇବେ। ଏହି ପରୀପ୍ରେକ୍ଷୀରେ ମୋଦିଙ୍କ ବାସଭବନରେ NDA ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୀତିଶ କୁମାର, ଚନ୍ଦ୍ରବାବୁ ନାଇଡୁ, ଚିରାଗ ପାଶଓ୍ୱାନ ଓ ଏକନାଥ ସିନ୍ଧେଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି।
ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଉପରେ ହମଲା, କଳାପତାକା ଦେଖ...