oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଉରକେଲାରେ ପୁଣି ଜିଏସ୍‌ଟି ଠକେଇ : ୧୭୦ କୋଟି ଟଙ୍କାର ଆୟକର ହେର୍‌ଫେର୍‌ ଅଭିଯୋଗରେ ୧୭ ଗିରଫ

9/12/2020 at 10:28 AM

ରାଉରକେଲା ୦୯।୧୨: ରାଉରକଲୋ ପୁଣି ଜିଏସ୍‌ଟି ଠକେଇ ଅଭିଯୋଗ । ୧୭୦ କୋଟି ଟଙ୍କା ଆୟକର ଠକେଇ ଅଭିଯୋଗରେ ୧୭ ଗିରଫ । ସମସ୍ତଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଆୟକର ବିଭାଗ । ୩ଟି ଫେକ୍‌ କମ୍ପାନୀ ଖୋଲି ଇସ୍ପାତ ଦ୍ରବ୍ୟ ଉତ୍ପାଦନ ଓ ବାଣିଜ୍ୟ କାରବାର କରୁଥିଲେ । ଗତ ୩ତାରିଖରେ ଆୟକର ବିଭାଗ ପକ୍ଷରୁ ରାଉରକେଲାରେ ଚଢାଉ କରାଯାଇଥିଲା । ଜାଲ୍‌ ଦସ୍ତାବିଜ ଜବତ କରିବା ସହ ଆରମ୍ଭ କରିଥିଲା ଛାନ୍‌ଭିନ୍‌ ।

ସୂଚନାଯୋଗ୍ୟ ଯେ, ୧୭ଗୋଟି ଜାଲ କମ୍ପାନୀ ଖୋଲି ୧୭୦କୋଟି ଟଙ୍କାର କଳା ଧନ ଠାବ କରିଥିବା ଅଭିଯୋଗରେ ଛଡାଉ କରିଥିଲା  ସେଣ୍ଟ୍ରାଲ ଆୟକର ବିଭାଗ। ଇସ୍ପାତ ନଗରୀ ରାଉରକେଲା ଅଂଚଳରେ ୩ଗୋଟି ଫେକ କମ୍ପାନୀ ଖୋଲି ଇସ୍ପାତ ଦ୍ରବ୍ୟ ଉତ୍ପାଦନ ଓ ବାଣିଜ୍ୟରେ ଜଡିତ ଥିବା ୩ ଶିଳ୍ପ ସଂସ୍ଥା ବିରୋଧରେ ଗତ 3 ତାରିଖରେ ଆୟକର ବିଭାଗ ଛଡାଉ କରାଯାଇଥିଲା । ଚଢାଉ ସମୟରେ ଜାଲ ଦସ୍ତାବିଜ ଜବତ କରିବା ସହ ଆରମ୍ଭ କରିଦେଇଥିଲା ଛାନ୍‌ଭିନ୍‌ । ଏହି ଜାଲ କାରବାରରେ ୧୭ଜଣଙ୍କୁ ଅଟକ ରଖିଥିବା ବେଳେ ଗତ କାଲି ଗିରଫ କରିଛି ସେଣ୍ଟ୍ରାଲ ଆୟକର ବିଭାଗ ।

   Related Posts