oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ମଙ୍ଗଳବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

14/03/2022 at 8:02 PM

ମେଷ–ଆଜି ପାରିବାରିକ ଓ କର୍ମକ୍ଷେତ୍ରର ପାରିପାଶ୍ୱିର୍କ ପରିସ୍ଥିତି ଅନେକାଂଶରେ ଭଲ ରହିବ ।ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକକାର୍ଯ୍ୟରେ ଅଗ୍ରଗତିଘଟିବ । ନିଜଲୋକମାନଙ୍କ ପରୋକ୍ଷଶତ୍ରୁତା ଅନୁଭବରେ ଆସିବ ।ଶୁଭରଙ୍ଗ ଧଳା ।ଶୁଭଅଙ୍କ ୭ ।
ଚାଷୀ-ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
ଛାତ୍ରଛାତ୍ରୀ-ପାଠପଢାରେ ମନ ଦେବେ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ-ଅର୍ଥ ଲାଭହେବ ।
ଗୃହିଣୀ-ଧାର୍ମିକହେବେ ।

ବୃଷ– ପାରିବାରିକ ଅସ୍ଥିରତାମାନସିକସ୍ଥିତିକୁବିଗାଡି ଦେଇପାରେ ।ବନ୍ଧୁଙ୍କଠାରୁଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟସାଧନ କରିପାରନ୍ତି । ଆଲୋଚନାକ୍ଷେତ୍ରରେଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୪ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ।
ବ୍ୟବସାୟୀ- ସଦ୍‌ବ୍ୟବହାରକରନ୍ତୁ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ଛାତ୍ରଛାତ୍ରୀ- ଥଣ୍ଡାକାଷହୋଇପାରେ ।
ରୋଗୀ-ବ୍ୟାୟାମ୍‌କରିବାଉଚିତ୍ ।
ଚାଷୀ-ଜୈବିକସାରମାଟିରେବ୍ୟବହାରଉଚିତ୍ ।

ମିଥୁନ – କର୍ମକ୍ଷେତ୍ରରେଲକ୍ଷ୍ୟହାସଲକରିବାରେକୌଣସି ଅସୁବିଧା ହେବ ନାହିଁ ।କେତେକକାମସକାଶେ ପରିବାରଭିତରୁସମାଲୋଚିତହେବାକୁ ପଡିବ । ଯାନବାହନ ଚାଳନାରେସତର୍କତା ଅବଲମ୍ବନ କରନ୍ତୁ । ନିଜଲୋକକେହିହଇରାଣରେ ପକାଇବାକୁଚେଷ୍ଟାକରିପାରନ୍ତି ।ଶୁଭରଙ୍ଗମେରୁନ୍ ।ଶୁଭ ଅଙ୍କ ୮ ।
ଚାଷୀ-ଗୋବରକ୍ଷତରବ୍ୟବହାରକରିବାଉଚିତ୍ ।(ପରୀକ୍ଷିତ)
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
କର୍ମଜୀବି-ଅର୍ଥ ହାନୀହେବ ।
ବ୍ୟବସାୟୀ-ସଫଳତାକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ-କାର୍ଯ୍ୟରେବ୍ୟସ୍ତରହିବେ ।

କର୍କଟ– ଆଜିର ପରିସ୍ଥିତିବହୁତ ଭଲ ରହିବଏବଂଅର୍ଥ ସମ୍ପର୍କୀୟସମସ୍ୟାସୁଧୁରିଯିବ ।ବନ୍ଧୁଜରିଆରେ ଆକସ୍ମିକଭାବରେ ଆଶାକରୁଥିବାଶୁଭଖବରଶୁଣିଖୁସିହେବେ ।ଉଚ୍ଚବର୍ଗଙ୍କସାହାର୍ଯ୍ୟ ଓ ବନ୍ଧୁମିଳନରୁଉତ୍ସାହିତହେବେ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୨ ।
ଗୃହିଣୀ-ଘର କାମରେବ୍ୟସ୍ତରହିବେ ।
ବ୍ୟବସାୟୀ-ବନ୍ଧୁଙ୍କସହାୟତାକୁହାତଛଡାକରନ୍ତୁ ନାହିଁ ।
କର୍ମଜୀବି-ସଫଳତାହାତଛଡାହୋଇଯିବ ।
ଛାତ୍ରଛାତ୍ରୀ-ବହୁ ପରିଶ୍ରମକରିବାକୁ ପଡିବ ।
ରୋଗୀ-ରୋଗରୁମୁକ୍ତହୋଇପାରନ୍ତି ।
ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତିବିଷୟରେଜ୍ଞାନ ନିଅନ୍ତୁ ।

ସିଂହ –ଉପସ୍ଥିତିବୁଦ୍ଧି ପ୍ରୟୋଗକରିକାର୍ଯ୍ୟସାଧନ କରିବାରେସମର୍ଥ ହେବେ ।ବହୁତ ଅନୁସନ୍ଧାନ ପରେ ଅପରାହ୍ନରେଖୋଜୁଥିବାଜିନିଷହଠାତ୍ ପାଇଯିବେ ।ଅସମ୍ପୂର୍ଣ୍ଣକାମକୁସମ୍ପୂର୍ଣ୍ଣକରିବା ଦିଗରେ ଆଜି ଦିନଟିର ଅଧିକାଂଶସମୟବିତିବ ।ଶୁଭରଙ୍ଗମେରୁନ୍ ।ଶୁଭ ଅଙ୍କ ୫ ।
ଚାଷୀ-ଚାଷରେଉନ୍ନତି ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ-ଅସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ-ବିଦ୍ୟା ଆରୋହଣକରିବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ସଫଳତାକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ-ସୁଖ ଅନୁଭବକରିବେ ।

କନ୍ୟା–କର୍ମକ୍ଷେତ୍ରରେ ଅସ୍ଥିରତାସୃଷ୍ଟିହେବାରସମ୍ଭାବନାରହିଛି ।କେତେକକ୍ଷେତ୍ରରେଯେସାକୁତେସା ନୀତିରେକାମକରିପାରନ୍ତି । ଘର ଲୋକମାନଙ୍କୁଉପେକ୍ଷାକରି ପରକଥାରେ ପଡିଭୁଲ୍‌ମାର୍ଗ ଅନୁସରଣକରି ପଶ୍ଚାତ୍ତାପ କରିବାକୁ ପଡିପାରେ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୩ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁଉତ୍ତମ ।
ବ୍ୟବସାୟୀ- ସ୍ୱାଭିମାନୀହେବେ ।
କର୍ମଜୀବି- କରତ୍‌କର୍ମାହେବେ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀହେବେ ।
ରୋଗୀ-ସାମାନ୍ୟସୁସ୍ଥ ଅନୁଭବକରିବେ ।
ଚାଷୀ-ଜୈବିକସାରମାଟିରେବ୍ୟବହାରଉଚିତ୍ ।

ତୁଳା–ପ୍ରତ୍ୟେକକାମରେସଫଳତାରୁମାନସିକସ୍ଥିତି ଭଲ ରହିବ । ପାରିବାରିକ ଅଶାନ୍ତିହେତୁକମାନସିକ ଅବସାଦ ଯୋଗୁକୌଣସିକାମଉତ୍ସାହପ୍ରଦ ହେବ ନାହିଁ ।ଶିଳ୍ପ, ବାଣିଜ୍ୟବ୍ୟବସାୟ ଓ ପରିବହନ ରେସମସ୍ୟାଲାଗିରହିବ ।ଶୁଭରଙ୍ଗଲାଲ୍ ।ଶୁଭ ୯ ।
ଚାଷୀ-ଜଳବାୟୁବିଷୟରେସଠିକ୍‌ବିବରଣୀ ନିଅନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
ଛାତ୍ରଛାତ୍ରୀ-ଅନ୍‌ଲାଇନ୍‌ବିଦ୍ୟା ଆରୋହଣକରିବେ ।
କର୍ମଜୀବି-କର୍ମକ୍ଷେତ୍ରରେଉନ୍ନତିମିଳିବ ।
ବ୍ୟବସାୟୀ- ସଫଳତାକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ-ଘର କାମରେବ୍ୟସ୍ତରହିବେ ।

ବିଛା– ପରିବାରରବିଭିନ୍ନ ପ୍ରକାରସମସ୍ୟାଚିନ୍ତାକରି ମନ ଭାରାକାନ୍ତ ରହିବ । ନୀଚସଂସର୍ଗରୁ ଦୂରେଇରହିବା ଭଲ, ଅନ୍ୟଥା କଳହରସମ୍ଭାବନାରହିଛି ।ବନ୍ଧୁଙ୍କୁ ଅନୁନୟବିନୟକରି ଧାରକରଜକରି ଆବଶ୍ୟକତାଚଳାଇନେବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୪ ।
ଗୃହିଣୀ-କାର୍ଯ୍ୟରେବ୍ୟସ୍ତରହିବେ ।
ବ୍ୟବସାୟୀ-ନୂଆଡିଲ୍‌ମିଳିବ ।
କର୍ମଜୀବି-ଉନ୍ନତିରମାର୍ଗମିଳିବ ।
ଛାତ୍ରଛାତ୍ରୀ-ଯୋଗ, ସ୍ମରଣଶକ୍ତିବଢାଇଥାଏ ।
ରୋଗୀ-ଅସାଧ୍ୟ ରୋଗରୁମୁକ୍ତହେବେ ।
ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତିବିଷୟରେଜ୍ଞାନ ନିଅନ୍ତୁ ।

ଧନୁ – ଆଜିରକର୍ମକ୍ଷେତ୍ରରେସହକର୍ମୀମାନଙ୍କସହ ଫଳପ୍ରଦ ଆଲୋଚନାକରିବେ । ପାରିବାରିକ, ପ୍ରକାଶନ, ପ୍ରଶାସନ,ଯାନବାହନ, ନିର୍ମାଣ ଓ ଯାତ୍ରାରୁସୁଫଳ ପାଇବେ ।ସମ୍ପର୍କୀୟଙ୍କମିଥ୍ୟାଗୁଜବରେ ଆତଙ୍କିତହୁଅନ୍ତୁ ନାହିଁ ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୧ ।
ଚାଷୀ-କୌଣସିସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ-ସଫଳତାକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁଉତ୍ତମ ।

ମକର- ଆଜିସାଧାରଣ କଥାକୁକେନ୍ଦ୍ରକରିକଳହର ସମ୍ମୁଖୀନ ହୋଇପାରନ୍ତି ।ଇଚ୍ଛା ନ ଥିଲେ ମଧ୍ୟ ଘରର କେତେକ ଆତ୍ୟାବଶ୍ୟକଜିନିଷ ଆଣିବାକୁବାଧ୍ୟ ହେବେ ।ସାମାଜିକସ୍ତରରେଗଠନମୂଳକକାର୍ଯ୍ୟରୁ ପ୍ରଶଂସିତହେବେ ।ଶୁଭରଙ୍ଗପିଙ୍କ୍ ।ଶୁଭ ଅଙ୍କ ୭ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ସ୍ୱାଭିମାନୀହେବେ ।
କର୍ମଜୀବି-କାର୍ଯ୍ୟରେ ଅବହେଳାକରିବେ ନାହିଁ ।
ଛାତ୍ରଛାତ୍ରୀ-ଗ୍ରୀନ୍ ରଙ୍ଗର ଆସନରେବସି ପଢନ୍ତୁ ।
ରୋଗୀ-ରୋଗରୁମୁକ୍ତହୋଇପାରନ୍ତି ।
ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତିବିଷୟରେଜ୍ଞାନ ନିଅନ୍ତୁ ।
କୁମ୍ଭ – ଟେନ୍‌ସନ ଲାଗିରହିଲେ ମଧ୍ୟ ପ୍ରତ୍ୟେକକାମସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ । ପାଖ, ପଡୋଶୀଙ୍କସହାୟତାରେବକେୟା ଅର୍ଥ ଆଦାୟକରିବାରେସକ୍ଷମହେବେ ।କିନ୍ତୁ ପରିବାରରେ ପୈତୃକ ସମ୍ପତ୍ତିକୁକେନ୍ଦ୍ରକରିକଳହସୃଷ୍ଟିହେବାର ଆଶଙ୍କାରହିଛି ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୮ ।
ଚାଷୀ-ଜଳବାୟୁବିଷୟରେସଠିକ୍‌ବିବରଣୀ ନିଅନ୍ତୁ ।
ରୋଗୀ-ସାମାନ୍ୟସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ-ଅନ୍‌ଲାଇନ୍‌ବିଦ୍ୟା ଆରୋହଣକରିବେ ।
କର୍ମଜୀବି-କାର୍ଯ୍ୟରେସଫଳହେବେ ।
ବ୍ୟବସାୟୀ- ସଫଳତାକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ-ସୁଖ ଅନୁଭବକରିବେ ।

ମୀନ – ଗତକାଲିଠାରୁ ନିଜଲୋକମାନଙ୍କ କଦର୍ଯ୍ୟବ୍ୟବହାରରେ ଅସନ୍ତୁଷ୍ଟହୋଇପାରନ୍ତି ।କର୍ମକ୍ଷେତ୍ରରେଈର୍ଷାପରବନ୍ଧୁମାନେ ସମ୍ମୁଖରେ ନୀରବରହି ପରେବହୁତ କଥା କହିବେ । ଆତ୍ମୀୟସ୍ୱଜନ କିମ୍ବାଗୁରୁଜନଙ୍କସ୍ୱାସ୍ଥ୍ୟସକାଶେଚିନ୍ତିତରହିପାରନ୍ତି ।ଶୁଭରଙ୍ଗପିଚ୍ ।ଶୁଭ ଅଙ୍କ ୨ ।
ଗୃହିଣୀ-ପାରିବାରିକକାର୍ଯ୍ୟରେବ୍ୟସ୍ତରହିବେ ।
ବ୍ୟବସାୟୀ-ହାତକୁ ଆସୁଥିବାଡିଲ୍‌, ପଳେଇ ଯାଇପାରେ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ଛାତ୍ରଛାତ୍ରୀ-ଯୋଗ, ସ୍ମରଣଶକ୍ତିବଢାଇଥାଏ ।
ରୋଗୀ-ଅସାଧ୍ୟ ରୋଗରୁମୁକ୍ତହେବେ ।
ଚାଷୀ-ଆଧୁନିକ ପଦ୍ଧତିରେଚାଷକାର୍ଯ୍ୟକରିବେ ।

   Related Posts