scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପଞ୍ଚୁକରେ ୧୫୧ ଫୁଟ ଲମ୍ବ ଡଙ୍ଗା ଭସାଇଲେ ଗ୍ରାମବାସୀ, ଓଡ଼ିଆ ସଂସ୍କୃତି ଆପଣେଇବାକୁ ଦେଲେ ଆହ୍ବାନ

27/11/2023 at 4:27 PM

ସୋର ୨୭l୧୧: ପଞ୍ଚୁକରେ ୧୫୧ ଫୁଟର ଡଙ୍ଗା ଭସାଇଲେ ଗ୍ରାମବାସୀ । ପଶ୍ଚ୍ୟାତ ସଂସ୍କୃତି ଠାରୁ ଯୁବକମାନେ ଦୂରେଇ ଓଡ଼ିଆ ସଂସ୍କୃତି ଆପଣେଇବାକୁ ଦେଲେ ଆହ୍ବାନ ।

ସୂଚନାଯୋଗ୍ୟ ଯେ, ପଞ୍ଚୁକରେ ୧୫୧ ଫୁଟ ଲମ୍ବ ଡଙ୍ଗା ପୋଖରୀରେ ଭସାଇ କାର୍ତ୍ତିକର ମାସ ଧର୍ମ ପାଳନ କରି ପଶ୍ଚ୍ୟାତ ସଂସ୍କୃତି ଠାରୁ ଯୁବକମାନେ ଦୂରେଇ ଓଡ଼ିଆ ସଂସ୍କୃତି ଆପଣେଇବାକୁ ଗ୍ରାମବାସୀ ଆହ୍ବାନ ଦେଇଛନ୍ତି । ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କାରିଗର ଉମେଶ ସ୍ୱାଇଁଙ୍କ ନେତୃତ୍ବରେ ସୋର ଥାନା ମାଣତ୍ରି ଗାଁ ମଦନ ମୋହନ ପୋଖରୀରେ ୧୫୧ ଫୁଟ ଲମ୍ବର ଡଙ୍ଗା ଭସାଇଛନ୍ତି l ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

You Can Read :

   Related Posts