ପଞ୍ଚୁକରେ ୧୫୧ ଫୁଟ ଲମ୍ବ ଡଙ୍ଗା ଭସାଇଲେ ଗ୍ରାମବାସୀ, ଓଡ଼ିଆ ସଂସ୍କୃତି ଆପଣେଇବାକୁ ଦେଲେ ଆହ୍ବାନ

Published By : Prameya-News7 Bureau | November 27, 2023 IST

ସୋର ୨୭l୧୧: ପଞ୍ଚୁକରେ ୧୫୧ ଫୁଟର ଡଙ୍ଗା ଭସାଇଲେ ଗ୍ରାମବାସୀ । ପଶ୍ଚ୍ୟାତ ସଂସ୍କୃତି ଠାରୁ ଯୁବକମାନେ ଦୂରେଇ ଓଡ଼ିଆ ସଂସ୍କୃତି ଆପଣେଇବାକୁ ଦେଲେ ଆହ୍ବାନ ।

ସୂଚନାଯୋଗ୍ୟ ଯେ, ପଞ୍ଚୁକରେ ୧୫୧ ଫୁଟ ଲମ୍ବ ଡଙ୍ଗା ପୋଖରୀରେ ଭସାଇ କାର୍ତ୍ତିକର ମାସ ଧର୍ମ ପାଳନ କରି ପଶ୍ଚ୍ୟାତ ସଂସ୍କୃତି ଠାରୁ ଯୁବକମାନେ ଦୂରେଇ ଓଡ଼ିଆ ସଂସ୍କୃତି ଆପଣେଇବାକୁ ଗ୍ରାମବାସୀ ଆହ୍ବାନ ଦେଇଛନ୍ତି । ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କାରିଗର ଉମେଶ ସ୍ୱାଇଁଙ୍କ ନେତୃତ୍ବରେ ସୋର ଥାନା ମାଣତ୍ରି ଗାଁ ମଦନ ମୋହନ ପୋଖରୀରେ ୧୫୧ ଫୁଟ ଲମ୍ବର ଡଙ୍ଗା ଭସାଇଛନ୍ତି l ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

You Can Read :

wp:embed {"url":"https://www.prameyanews7.com/foreign-birds-started-arriving-at-the-hirakud-dam-reservoir/","type":"wp-embed","providerNameSlug":"prameya-news-7"}
https://www.prameyanews7.com/foreign-birds-started-arriving-at-the-hirakud-dam-reservoir/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.