ନିଖୋଜ ବାଳକର ମୃତଦେହ ଉଦ୍ଧାର

Published By : Prameya-News7 Bureau | June 17, 2018 IST

ଶନିବାର ମା ବାଲି ହରଚଣ୍ଡୀଙ୍କ ପୀଠ ନିକଟସ୍ଥ ନଦୀରେ ବୁଡି ନିଖୋଜ ହୋଇଯାଇଥିବା ବାଳକର ମୃତଦେହ ଆଜି ସକାଳୁ ଉଦ୍ଧାର କରାଯାଇଛି | ମୃତକ ହେଲେ ବ୍ରହ୍ମଗିରି ବରପଦା ଗାଁର ୧୫ ବର୍ଷୀୟ ଜ୍ଞାନଦୀପ ସାହୁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.