୧୫ ବର୍ଷ ବୟସ୍କ ବାଳକ ବି କରିପାରେ ଏମିତି କାମ, ଜାଣିଲେ କିଛି କାମ କରିବନି ଆପଣଙ୍କ ମୁଣ୍ଡ

Published By : Prameya-News7 Bureau | January 14, 2019 IST

ଭୀବାନୀ ୧୪ /୧-  ଆଜିକାଲି ଛୋଟପିଲା ମାନେ ଯାହା କରିପାରୁଛନ୍ତି, ବୟସ୍କମାନେ ବି କରିପାରିବେନି । କିନ୍ତୁ ମାନିବାକୁ ପଡ଼ିବ ଏହି ଛୋଟପିଲାଙ୍କ ସାହାସ । କେମିତି ଏଭଳି କାମସବୁ କରିପାରନ୍ତି, ଟିକେ ବି ଡ଼ରନ୍ତି ନାହିଁ କାହାକୁ ।  

ହରିୟାଣା ଭିବାନି ଅଂଚଳରେ ସେମିତି ଏକ ଘଟଣା ଘଟିଛି । ଜଣେ ୧୫ ବର୍ଷ ବୟସ୍କ ନାବାଳକ ପଡ଼ୋଶୀ ନାବାଳିକା ସହ କରିଛି ଏହିଭଳି ଦୁଷ୍କର୍ମ । ନାବାଳିକା ବିରୋଧ କରିବାରୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏ ବାବଦରେ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ପୋଲିସ ସୁଧାର ଗୃହକୁ ନାବାଳକ କୁ ପଠାଇଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.