suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

୧୫ ବର୍ଷ ବୟସ୍କ ବାଳକ ବି କରିପାରେ ଏମିତି କାମ, ଜାଣିଲେ କିଛି କାମ କରିବନି ଆପଣଙ୍କ ମୁଣ୍ଡ

14/01/2019 at 9:33 PM

ଭୀବାନୀ ୧୪ /୧-  ଆଜିକାଲି ଛୋଟପିଲା ମାନେ ଯାହା କରିପାରୁଛନ୍ତି, ବୟସ୍କମାନେ ବି କରିପାରିବେନି । କିନ୍ତୁ ମାନିବାକୁ ପଡ଼ିବ ଏହି ଛୋଟପିଲାଙ୍କ ସାହାସ । କେମିତି ଏଭଳି କାମସବୁ କରିପାରନ୍ତି, ଟିକେ ବି ଡ଼ରନ୍ତି ନାହିଁ କାହାକୁ ।  

ହରିୟାଣା ଭିବାନି ଅଂଚଳରେ ସେମିତି ଏକ ଘଟଣା ଘଟିଛି । ଜଣେ ୧୫ ବର୍ଷ ବୟସ୍କ ନାବାଳକ ପଡ଼ୋଶୀ ନାବାଳିକା ସହ କରିଛି ଏହିଭଳି ଦୁଷ୍କର୍ମ । ନାବାଳିକା ବିରୋଧ କରିବାରୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏ ବାବଦରେ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ପୋଲିସ ସୁଧାର ଗୃହକୁ ନାବାଳକ କୁ ପଠାଇଦେଇଛି ।

   Related Posts