ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୧୫ ଲକ୍ଷ ଲୁଟ
1/10/2018 at 2:11 PM

ଖୋର୍ଦ୍ଧା ୧/୧୦ : ଖୋର୍ଦ୍ଧା ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୧୫ ଲକ୍ଷ ଲୁଟ ହୋଇଛି | ଏନଏଚ -୧୬ ଛତ୍ରମା ଛକ ନିକଟରୁ ଲଡୁକିଶୋର ସାହୁଙ୍କ ଠାରୁ ଲୁଟ ହୋଇଛି | ଦୁଇ ଜଣ ଦୁର୍ବୁର୍ତ୍ତ ଏକ ବାଇକରେ ଆସି ଲୁଟି ନେଇଥିଲେ | ସେ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ୧୫ ଲକ୍ଷ ଝାମ୍ପି ନେଇଥିଲେ ଦୁର୍ବୁର୍ତ୍ତ | ଖୋର୍ଦ୍ଧା ସଦର ଥାନାରେ ଲଡୁକିଶୋର ସାହୁ ଏତଲା ଦେଇଛନ୍ତି | ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ କରୁଛି |
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023