ରାଜଧାନୀରେ ବିରାଡ଼ି ଆତଙ୍କ, କାମୁଡ଼ାରେ ୧୫ ରୁ ଅଧିକ ଲୋକ ଆହତ
15/09/2022 at 10:45 PM

ଭୁବନେଶ୍ୱର,୧୫/୦୯: ରାଜଧାନୀରେ ବିରାଡ଼ି ଆତଙ୍କ ଦେଖିବାକୁ ମିଳିଛି । ବିରାଡ଼ି କାମୁଡ଼ାରେ ୧୫ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଭୁବନେଶ୍ୱର ଶାସ୍ତ୍ରୀନଗରରେ ଏଭଳି ଗୋଟେ ବିରାଡ଼ିକୁ ମାରିବାକୁ ଯୁବକମାନେ ଏକାଠି ହୋଇଛନ୍ତି । ହାତରେ ବାଡ଼ି ଧରି ବିରାଡ଼ିକୁ ଖୋଜୁଛନ୍ତି ଲୋକେ ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023