oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଜୁଆ ଆଡ୍ଡା ଉପରେ ଚଢାଉ : ୧୫ ଜୁଆଡି ଗିରଫ ସହ ୭ ଲକ୍ଷରୁ ଅଧିକ ଟଙ୍କା ଜବତ

11/10/2019 at 9:40 AM

ବ୍ରହ୍ମପୁର ୧୧।୧୦: ଜୁଆ ଆଡ୍ଡା ଉପରେ ଚଢାଉ କରିଛି ବ୍ରହ୍ମପୁର ଟାଉନ୍ ପୋଲିସ । ଭୀମରାଓପେଟା ସାହିରେ ଜୁଆ ଆଡ୍ଡା ଚାଲିଥିବା ବେଳେ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୧୫ ଜୁଆଡି ଗିରଫ ହୋଇଛନ୍ତି ।

ସେମାନଙ୍କ ନିକଟରୁ ୭ ଲକ୍ଷ ୬୮ ହଜାର ୭୧୦ଟଙ୍କା ଜବତ ହୋଇଛି । ଏହାସହ ୧୬ଟି ମୋବାଇଲ୍ ଫୋନ୍ ଓ ୫ଟି ବାଇକ୍ ମଧ୍ୟ ଜବତ କରାଯାଇଛି ।

   Related Posts