ଘର ପାଖରେ ଘୁରି ବୁଲୁଥିଲା ବିରାଟକାୟ ଅହିରାଜ, ଉଦ୍ଧାର କଲେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ, ଲମ୍ୱ...

Published By : Prameya-News7 Bureau | December 25, 2021 IST

ଟାଙ୍ଗି, ୨୫।୧୨: ଉଦ୍ଧାର ହେଲା ବିରାଟକାୟ ଅହିରାଜ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଅମୃତପୁର ସାହିରେ ରହୁଥିବା ବିଜୟ ପ୍ରଧାନଙ୍କ ଘର ନିକଟରୁ ଏକ ୧୫ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି । ସ୍ନେକ୍ ହେଲ୍ପଲାଇନ ସଦସ୍ୟ ବାପି ମିଶ୍ରଙ୍କ ଦ୍ଵାରା ଏହି ବିଷଧର ସାପକୁ ଉଦ୍ଧାର କରାଯାଇଛି।

କିଛି ଲୋକ ଏହି ବାରଟକାୟ ଅହିରାଜ ସାପଟି ଘୁରି ବୁଲୁଥିବା ଦେଖିବାକୁ ପାଇଥିଲେ । ପରେ ଭୟଭୀତ ହୋଇ ସ୍ନେକ ହେଲ୍ପ ଲାଇନର କର୍ମଚାରୀଙ୍କୁ ଖବର ଦିଆଯାଇଥିଲା । ସେମାନେ ଆସିବା ପରେ ସାପଟିକୁ ଉଦ୍ଧାର କରାଯାଇଛି। ହେଲ୍ପ ଲାଇନର କର୍ମଚାରୀ ବାପି ମିଶ୍ର କହିଛନ୍ତି ସାପଟିକୁ ପ୍ରଥମେ ଚିକିତ୍ସା ପରେ ଛଡାଯିବ।

wp:embed {"url":"https://youtu.be/kyMAB0bdaME","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/kyMAB0bdaME
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.