ମୃତଦେହ ସଂସ୍କାରକୁ ନେଇ ରାସ୍ତା ରୋକ ଘଟଣା, ଉମରକୋଟ ସହରରେ ୧୪୪ ଧାରା ଜାରି
10/09/2022 at 10:49 PM

ଉମରକୋଟ, ୧୦/୦୯: ବିବାଦୀୟ ମୃତଦେହ ସଂସ୍କାରକୁ ନେଇ ରାସ୍ତା ରୋକକୁ ୨୪ ଘଣ୍ଟା ବିତିଛି । ହେଲେ ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ପରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ଯେଉଁ କାରଣରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉମରକୋଟ ସହରରେ ୧୪୪ ଧାରା ଜାରି ହେଇଛି । ପୋଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଭିଡ଼ ନ ହଟିବା ଯୋଗୁଁ ପୋଲିସ୍ ଲାଠି ଚାଳନା କରିଛନ୍ତି । ବର୍ତ୍ତମାନ୍ ଗାଡ଼ି ମଟର ଚଳା ଚଳ ସ୍ଵାଭାବିକ ହେଇଛି ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳଙ୍କ ପରିବାରକୁ ରାତିଅଧିଆ ଜେରା
8 February 2023