Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

NH ଉପରେ ଛିଡି ପଡିଲା ୧୩୨କେ.ଭି. ବିଦ୍ୟୁତ୍ ତାର

15/02/2020 at 2:55 PM

ଝାରସୁଗୁଡା ୧୫।୨: ଜାତୀୟ ରାଜପଥ ଉପରେ ଛିଡିଲା ୧୩୨ କେ.ଭି. ବିଦ୍ୟୁତ୍ ତାର । ଝାରସୁଗୁଡା ବିଟିଏମ୍ ଛକ ନିକଟରେ ତାର ଛିଡି ପଡିଥିବା ଜଣାପଡିଛି । ତାର ଛିଡି ପଡିବା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ଅଟକି ରହିଛି । ଘଟଣାସ୍ଥଳରେ ରାସ୍ତାଜାମ୍ ଦେଖାଦେଇଛି । ତେବେ ଏଥି ଯୋଗୁଁ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

   Related Posts