NH ଉପରେ ଛିଡି ପଡିଲା ୧୩୨କେ.ଭି. ବିଦ୍ୟୁତ୍ ତାର
15/02/2020 at 2:55 PM

ଝାରସୁଗୁଡା ୧୫।୨: ଜାତୀୟ ରାଜପଥ ଉପରେ ଛିଡିଲା ୧୩୨ କେ.ଭି. ବିଦ୍ୟୁତ୍ ତାର । ଝାରସୁଗୁଡା ବିଟିଏମ୍ ଛକ ନିକଟରେ ତାର ଛିଡି ପଡିଥିବା ଜଣାପଡିଛି । ତାର ଛିଡି ପଡିବା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ଅଟକି ରହିଛି । ଘଟଣାସ୍ଥଳରେ ରାସ୍ତାଜାମ୍ ଦେଖାଦେଇଛି । ତେବେ ଏଥି ଯୋଗୁଁ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।
Related Posts
ପରିବା ବିକାଳି ଉପରେ ମାଡିଗଲା ଗାଡି, ୨ ମୃତ
30 January 2023
ବିବାଦର ହେଲା ଆପୋଷ ସମାଧାନ, ଏକାଠି ରହିବାକୁ ରାଜି ହେଲେ ହ୍ୟୁମାନ୍
30 January 2023