ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ତିନି ଦଫା ଦାବି ନେଇ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ

29/11/2019 at 9:24 AM

ବୌଦ୍ଧ ୨୯।୧୧: ତିନି ଦଫା ଦାବି ନେଇ ୧୨ ଘଣ୍ଟିଆ ବୌଦ୍ଧ କଣ୍ଟାମାଳ ବନ୍ଦ । କୋଶଳ ସମନ୍ବୟ ସମିତି ପକ୍ଷରୁ ବନ୍ଦ ପାଳନ କରାଯାଇଛି । ସରକାରୀ , ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ରହିଛି ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକକୁ ସବଡିଭିଜନ ଘୋଷଣା, କଣ୍ଟାମାଳକୁ ସୋନପୁର ତରଭା ବ୍ଲକ ସହ ସଂଯୋଗ କରୁଥିବା ତେଲ ନଦୀରେ ବ୍ରିଜ ନିର୍ମାଣ କାମ ଶୀଘ୍ର ସାରିବା, କଣ୍ଟାମାଳ ଓ ଖାଲିଆପାଲି ପଂଚାୟତରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଦାବି ନେଇ ବନ୍ଦ ପାଳନ କରାଯାଇଛି । କୋଶଳ ସମନ୍ବୟ ସମିତି ପକ୍ଷରୁ ୧୨ ଘଣ୍ଟିଆ ବୌଦ୍ଧ କଣ୍ଟାମାଳ ବନ୍ଦ ପାଳନ କରାଯାଇଛି । ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇଯାଇଛି । ବନ୍ଦକୁ ସମର୍ଥନ ଦେଇଛନ୍ତି ଜନସାଧାରଣ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । 

   Related Posts